କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ, ଚାଲିଛି ଗଣତି
ନୂଆଦିଲ୍ଲୀ: କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ । ବିଜେପିର ଦବଦବା ରହିବ ନା ଝାଡୁ ଚାଲିବ ? ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୪୨ଟି ଗଣନା କେନ୍ଦ୍ରରେ ଚାଲିଛି ଗଣତି। ନିୟୋଜିତ ଅଛନ୍ତି ୧୦ ହଜାର ଅଧିକାରୀ ।…