କେନ୍ଦ୍ରାପଡ଼ା: ସମୁଦ୍ରକୁ ଫେରିଲେ ଅଲିଭ ରିଡଲେ ଶାବକ। କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ବେଳାଭୂମିରେ ଶତାଧିକ ଅଲିଭ ରିଡଲେ କଇଁଛ ସମୁଦ୍ରକୁ ଫେରିଛନ୍ତି। ଗହୀରମଥାରେ ଅଣ୍ଡାଦେବା ପାଇଁ ଆସିଥିଲେ ଅଲିଭ ରିଡଲେ।
ଅଣ୍ଟା ଫୁଟିବା ପରେ ଶତାଧିକ ଅଲିଭ ରିଡଲେ ଏବେ ସେମାନଙ୍କ ବାସସ୍ଥାନକୁ ଫେରିଯାଉଛନ୍ତି। ଏହି ପ୍ରକ୍ରିୟା ଆଗାମୀ କିଛି ଦିନ ଧରି ଜାରି ରହିବ। ଅଲିଭ ରିଡଲେ ଶାବକଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀ ସତର୍କ ଦୃଷ୍ଟି ରଖିଛନ୍ତି। ଶତାଧିକ ସଂଖ୍ୟାରେ ସମୁଦ୍ରକୁ ଫେରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି।
ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…
ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…
ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ତିନି ଦିନ ଯାଏ କଲବଲ କରିବ ତାତି । ଗ୍ରୀଷ୍ମପ୍ରବାହ ନେଇ…
ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…
ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…
କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର । ଗୋପ ସରଡ଼ା…