ରାଜ୍ୟ

ପ୍ରକାଶ ପାଇଲା ଓଏସଏସସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍‌ ପରୀକ୍ଷା ବିଜ୍ଞାପନ, ଡିସେମ୍ବର ୧୦ ଆବେଦନର ଶେଷ ତାରିଖ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଲା ଓଏସଏସସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ବିଜ୍ଞାପନ । ୯୪୩ ଟି ପଦବୀ ପାଇଁ ପରୀକ୍ଷା ହେବ । ଗ୍ରୁପ୍‌ ବିରେ ୬୯୯ଟି ପଦବୀ, ଗ୍ରୁପ୍‌ ସିରେ ୨୪୪ଟି ପଦବୀ। ନଭେମ୍ବର ୧୧ରୁ ଅନ୍‌ଲାଇନ୍‌ରେ ଆବେଦନ କରିହେବ । ଡିସେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି

ଟ୍ଵିଟ୍‌ ଯୋଗେ ସୂଚନା ଦେଲେ ଓଏସଏସସିର ଅଧ୍ୟକ୍ଷ ଅଭୟ । କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରଥମଥର ଓଏସ୍‌ଏସ୍‌ସି ମିଳିତ ପରୀକ୍ଷା କରୁଛି।

 

 

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

29 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

38 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago