ପ୍ରକାଶ ପାଇଲା ଓଏସଏସସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷା ବିଜ୍ଞାପନ, ଡିସେମ୍ବର ୧୦ ଆବେଦନର ଶେଷ ତାରିଖ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଲା ଓଏସଏସସି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷା ପାଇଁ ବିଜ୍ଞାପନ । ୯୪୩ ଟି ପଦବୀ ପାଇଁ ପରୀକ୍ଷା ହେବ । ଗ୍ରୁପ୍ ବିରେ ୬୯୯ଟି ପଦବୀ, ଗ୍ରୁପ୍ ସିରେ ୨୪୪ଟି ପଦବୀ। ନଭେମ୍ବର ୧୧ରୁ ଅନ୍ଲାଇନ୍ରେ ଆବେଦନ କରିହେବ । ଡିସେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି
Detailed Advt for Combined Graduate Level Recruitment Exam available on https://t.co/K8o3CYM50F now.
Application open 11.11 to 10.12
Group B vacancies 699
Group C vacancies 244
Total 943Best wishes to all prospective applicants .
— Abhay ଅଭୟ अभय IPS ( Retd) (@abhayips86) November 2, 2022
ଟ୍ଵିଟ୍ ଯୋଗେ ସୂଚନା ଦେଲେ ଓଏସଏସସିର ଅଧ୍ୟକ୍ଷ ଅଭୟ । କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରଥମଥର ଓଏସ୍ଏସ୍ସି ମିଳିତ ପରୀକ୍ଷା କରୁଛି।