ରାଜ୍ୟ

ମଡେର୍ଣ୍ଣା ଓ ଫାଇଜର ତୁଳନାରେ ଶସ୍ତା ହେଉଛି ଅକ୍ସଫୋର୍ଡ ଟିକା, ସାଧାରଣ ଫ୍ରିଜ୍‌ ତାପମାତ୍ରାରେ ରହିପାରିବ ଟିକା

କେନ୍ୟୁଜ୍(ବ୍ୟୁରୋ):  କରୋନା ଲଢ଼େଇରେ ସାରା ବିଶ୍ୱରେ ତିନିଟି ଟିକା ଫାଇଜର୍‌, ଅକ୍ସଫୋର୍ଡ ଓ ମଡେର୍ଣ୍ଣାକୁ ନେଇ ଚର୍ଚ୍ଚା ଚାଲିଛି । ଭାରତରେ ଅକ୍ସଫୋର୍ସ ସହ ମିଶି ଟିକା ବିକଶିତ କରୁଛି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ । ମଡେର୍ଣ୍ଣା ଓ ଫାଇଜର ତୁଳନାରେ ଅକ୍ସଫୋର୍ଡ ଟିକା ଢ଼େର୍‌ ଶସ୍ତା । ଏହାର ଶୀତଳୀକରଣ ବ୍ୟବସ୍ଥା ମଧ୍ୟ ସୁଲଭ ଏବଂ ସହଜ । ଅକ୍ସଫୋର୍ଡ ଟିକା ସାଧାରଣ ଫ୍ରିଜ୍‌ ତାପମାତ୍ରାରେ ରହି ପାରିବ ।

ମାଇନସ୍‌ ୨ରୁ ୮ ଡିଗ୍ରୀ ତାପମାତ୍ରା ଭିତରେ ରହି ପାରୁଛି ଅକ୍ସଫୋର୍ଡ ଟିକା । କିନ୍ତୁ ଫାଇଜର ଟିକା ବିଯୁକ୍ତ ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରହୁଥିବା ବେଳେ ମଡେର୍ଣ୍ଣା ଟିକା ମାଇନସ୍‌ ୩୦ ଡିଗ୍ରୀ ତାପମାତ୍ରାରେ ରହୁଛି । ଏହାର ପରିବହନ ବ୍ୟବସ୍ଥା ମଧ୍ୟ ସହଜ ଓ ଶସ୍ତା । ସେହିପରି କୋଭିସିଲ୍ଡ ଟିକାର ଦୁଇଟି ଡୋଜର ଦାମ୍‌ ହଜାରେ ଟଙ୍କା ଭିତରେ ରହିବ । ମଡେର୍ଣ୍ଣାର ଗୋଟିଏ ଡୋଜ୍‌ ଦାମ୍‌ ୧୮ଶହ ୫୫ଟଙ୍କାରୁ ଅଧିକ ରହିବ ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

6 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

8 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

9 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

10 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

11 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

11 hours ago