ରାଜ୍ୟ

ପଦ୍ମପୁରରେ ବଢୁଛି ପ୍ରଚାର ତାତି, ଦିନ ରାତି ଏକ କରି ହାଇଭୋଲଟେଜ୍‌ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ପାଖଉଛି ତାରିଖ, ବଢୁଛି ନିର୍ବାଚନୀ ଉଷ୍ଣତା। ପଦ୍ମପୁରରେ ବଢୁଛି ପ୍ରଚାର ତାତି। ଦିନ ରାତି ଏକ କରି ହାଇଭୋଲଟେଜ୍‌ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଜୋରଦାର ପ୍ରଚାର ଚଳାଇଛନ୍ତି। ରୋଡ ଶୋ ମାଧ୍ୟମରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।

ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପଦ୍ମପୁରରେ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ସଭା ଓ ଶୋଭାଯାତ୍ରାରେ ଭୋଟ୍‌ ମାଗୁଛି ବିଜେପି । ଆଖି ଛଳ ଛଳ କରି ଭାବବିହ୍ଵଳ ପରିବେଶ ମଧ୍ୟରେ ଭୋଟ ଭିକ୍ଷା କରିଛନ୍ତି।

କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପଦ୍ମପୁର ଓ ପାଇକମାଲ ବ୍ଲକର ବିଭିନ୍ନ ସ୍ଥାନରେ କ୍ୟାମ୍ପେନ ଚଳାଇଛନ୍ତି। ପ୍ରଚାରକୁ ଆଉ ୯-୧୦ ଦିନ ବାକି ଅଛି। ଆଗକୁ ତିନି ଦଳର ତରଫରୁ ଜୋରଦାର ପ୍ରଚାର ଦେଖିବାକୁ ମିଳିବ। କ୍ୟାମ୍ପେନରେ ଅଧିକ ସଂଖ୍ୟକ ହେଭିୱେଟ୍‌ ସାମିଲ ହେବେ।

Also Read: ଖୁସି ଖବର! ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

WCW 11

Recent Posts

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

2 seconds ago

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

16 mins ago

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

30 mins ago

ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…

40 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଏପଟେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି…

50 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

8 hours ago