ରାଜ୍ୟ

ବଢ଼ିବ ଛେନା-ପନୀର ଦର! କିଲୋ ପିଛା ୩୦ ଟଙ୍କା ବଢ଼ାଇବାକୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ନିଷ୍ପତ୍ତି

କଟକ (କେନ୍ୟୁଜ): ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାଁରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଛେନା ଓ ପନୀର ମହଙ୍ଗା ହେବ। କଟକରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।

ଦର ବୃଦ୍ଧି ନେଇ ବ୍ୟବସାୟୀ ସଂଘ କହିଛିନ୍ତି ଯେ ଛେନା, ପନୀର ଓ କଞ୍ଚା ଖୁଆ ମହଙ୍ଗା ହେବ। ଦୁଗ୍ଧଜାତ ଦ୍ରବ୍ୟର ପାଇକାରୀ ଦର ବୃଦ୍ଧି ହେବ। ପନୀର କିଲୋ ପିଛା ୨୨୫ ଟଙ୍କାରୁ ୨୫୫ଟଙ୍କାକୁ ବୃଦ୍ଧି ହେବ । ଛେନା କିଲୋ ପିଛା ୧୭୫ ଟଙ୍କାରୁ ୧୯୫ଟଙ୍କା କୁ ବଢିବ। ସେହିପରିକଞ୍ଚା ଖୁଆ କିଲୋ ପିଛା ୨୬୦ଟଙ୍କାରୁ ୩୨୦ଟଙ୍କାକୁ ବୃଦ୍ଧି ପାଇବ।

ବଜାରକୁ ଯାଇ ପରିବା ଦେହରେ ହାତମାରିବାକୁ ଡର ଲାଗିଲାଣି। କୌଣସି ପରିବା ୫୦ ତଳେ ବିକ୍ରି ହେଉନାହିଁ। ଚିକେନ, ମଟନ ଖାଇବା ଭୁଲି ଗଲେଣି ଲୋକେ, ଏବେ ପନୀର ଓ ଛେନା ମହଙ୍ଗା ହେଉଛି। ତେବେ ମଧ୍ୟବିତ ପରିବାର ଆଗକୁ କଣ ଖାଇବେ ତାହା ଏବେ ଚିନ୍ତାରେ ପକାଇଛି ।

Barsha

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

8 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

18 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

29 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

57 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago