ଭୁବନେଶ୍ବର(କନ୍ଯେଜ୍) : ଭୁବନେଶ୍ୱର କିମ୍ସ ଅଡିଟୋରିୟମ୍ରେ ଆୟୋଜିତ ହୋଇଛି ‘ପରମ୍ପରା’ । ସିମ୍ଫୋନୀ ମ୍ୟୁଜିକାଲ୍ ଗ୍ରୁପ ଦ୍ୱାରା ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ରାଗ ସଙ୍ଗୀତ, ଲୋକ ସଙ୍ଗୀତ ଓ ପୁରୁଣା ହିନ୍ଦୀ ସଙ୍ଗୀତ ପରିବେଷିତ ହୋଇଥିଲା । ବଂଶୀ ଓ ତବଲା ବାଦନ ମାଧ୍ୟମରେ ରାଗ ସଙ୍ଗୀତ ଓ ପୁରୁଣା ହିନ୍ଦି ଫିଲ୍ମର ଗୀତ ପରିବେଷିତ ହୋଇଥିଲା । ସଙ୍ଗୀତ ପରିବେଷଣ କରିଥିଲେ ଓ୍ଵାଜିଦ୍ ଶେଖ୍ ଓ ପୃଥ୍ଵୀରାଜ ପଣ୍ଡା । ଏଥିରେ ରାକେଶ ବିଶ୍ୱାଳ ମଧ୍ୟ ଗୀତାର ବାଦନ କରିଥିଲେ । ପୁରୁଣା ଗୀତର ତାଳେ ତାଳେ ତାଙ୍କର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…