ଭୁବନେଶ୍ବର(କେନ୍ଯୁଜ୍) : ଅପରେସନ ପରୀ-ଟୁ ଅଭିଯାନରେ ମହାରାଷ୍ଟ୍ରରୁ ଉଦ୍ଧାର ୧୧ ନିଖୋଜ ଶିଶୁଙ୍କୁ ଓଡ଼ିଶା ଅଣାଯାଇଛି । ଏହି ଅଭିଯାନ ପାଇଁ ୯ ଜଣିଆ ଟିମ୍ ମହାରାଷ୍ଟ୍ର ଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରୁ ୧୧ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ । ସେଥିରେ ଗଜପତି ଜିଲ୍ଲାରୁ ୬ଜଣ, ମାଲକାନଗିରିରୁ ୨ ଜଣ, କଟକ ଓ ରାଉରକେଲାରୁ ଜଣେ ଲେଖାଏଁ ଶିଶୁ ଅଛନ୍ତି । ଉଦ୍ଧାର ପରେ ସେମାନଙ୍କୁ ଓଡ଼ିଶାକୁ ଅଣାଯାଇଛି । ଅପରେସନ ପରୀ-ଟୁ କ୍ୟାମ୍ପେନ ପାଇଁ ୮ଟି ଟିମ ଗଠନ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର,ଦିଲ୍ଲୀ ଓ ତାମିଲନାଡୁକୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଟିମ ଯାଇଥିଲା । ଅପରେସନ ମୁସ୍କାନ ଓ ଅପରେସନ ଖୁସି ପରେ ଓଡ଼ିଶା ପୋଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଅପରେସନ ପରୀ-ଟୁ କରାଯାଇଥିଲା ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…