କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ଛକରୁ ଦୁଇ ବାଇକ୍ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ। ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ଥାନା ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ। ସେମାନଙ୍କଠାରୁ ଚୋରି ହୋଇଥିବା ବାଇକ୍ ଜବତ ହୋଇଛି।
ଗତକାଲି ଅଶୋକ ନଗରରୁ ଚୋରି ହୋଇଥିଲା ବାଇକ୍। ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଥିଲା। ସିସିଟିଭିରୁ ଦୁଇ ଲୁଟେରାଙ୍କୁ ଚିହ୍ନଟ କରିଥିଲେ ସ୍ଥାନୀୟ ଲୋକ। ଆଜି ହୋଟେଲରେ ଖାଉଥିବା ବେଳେ ଲୁଟେରାଙ୍କୁ କାବୁ କଲେ ଲୋକ । ଏହି ଲୁଟେରା ଗ୍ୟାଙ୍ଗରେ ୪ ଜଣ ଥିବା ଅଭିଯୋଗ ହୋଇଛି ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…