Categories: ରାଜ୍ୟ

କାଳିଆ ଯୋଜନା ସହ ପିଏମ୍‌ କିଷାନ ଯୋଜନାର ମିଶ୍ରଣ, ବଜେଟ୍‌ ଆଲୋଚନା ବେଳେ ଏହି ପ୍ରସ୍ତାବ ରଖିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ବର(କେନ୍ୟୁଜ୍) : ପିଏମ କିଷାନ ଯୋଜନା ସହ କୃଷକଙ୍କ ସହାୟତା ପାଇଁ ଗଠିତ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ମିଶ୍ରଣ ହେଉ। ସଂସଦରେ ବଜେଟ ଆଲୋଚନା କାଳରେ ଏଭଳି ପ୍ରସ୍ତାବ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। କୃଷକଙ୍କ ହିତରେ ରାଜ୍ୟ ସରକାର ହାତକୁ ନେଇଥିବା କାଳିଆ ଯୋଜନା ସହ ପିଏମ କିଷାନ ଯୋଜନାର ମିଶ୍ରଣ ଘଟିଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ । ଓଡ଼ିଶା ଭଳି ଅନେକ ରାଜ୍ୟ କୃଷକଙ୍କ ହିତରେ ଯୋଜନା ମାନ ହାତକୁ ନେଇଛନ୍ତି । ନୀତି ଆୟୋଗର ବୈଠକରେ ମଧ୍ୟ କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ମିଶ୍ରଣ ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ କେନ୍ଦ୍ରର ୭୦ ପ୍ରତିଶତ ଓ ରାଜ୍ୟର ୩୦ ପ୍ରତିଶତ ସହଭାଗିତା ରହିବାକୁ କହିଛନ୍ତି ଭର୍ତ୍ତୃହରି ମହତାବ । ପୂର୍ବରୁ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ । ଏହା ଦ୍ୱାରା ଆର୍ଥିକ ବୋଝ କମ ହେବ ବୋଲି ସେ ଯୁକ୍ତି ବାଢିଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago