Categories: ମନୋରଂଜନ

ରିଲିଜ୍ ହେଉ ହେଉ ମନ ଜିଣିଲା ସପନା ଚୌଧୁରୀଙ୍କ ଗୀତ ରଙ୍ଗ୍ ବ୍ରାଉନ ନୀ, ଚାରି ଦିନରେ ଦେଖିଲେଣି ୧ କୋଟି ୨୫ ଲକ୍ଷ

ଡ୍ୟାନ୍ସ କ୍ବିନ୍ ସପନା ଚୌଧୁରୀ ଏହି ଦିନରେ ହରିୟାଣୀ ସହିତ ପଞ୍ଜବୀ ଗୀତରେ ମଧ୍ୟ ନିଜର ଠୁମକା ପ୍ରଦର୍ଶନ କରିସାରିଛନ୍ତି । ଗତ ମାସରେ ପଞ୍ଜାବୀ ସିଙ୍ଗର ଦଲେର ମହେଦିଙ୍କ ସହିତ ସପନା ଧୂମ୍ ମଚାଛନ୍ତି । ଏବେ ସପନାଙ୍କ ନୂଆ ପଞ୍ଜବୀ ଗୀତ ରିଲିଜ୍ ହୋଇସାରିଛି । ଏହି ଗୀତଟି ହେଉଛି ‘ରଙ୍ଗ ବ୍ରାଉନ୍ ନୀ’ । ଏହି ଗୀତଟି ରିଲିଜ୍ ହେବା ପରେ ଏହା ଲୋକଙ୍କ ପାଟିରେ ଛାଇଯାଇଛି। ଗୀତଟି ୟୁଟ୍ୟୁବରେ କେବଳ ଦୁଇ ଦିନରେ ୧୧ରୁ ୧୨ ମିଲିୟନରୁ ଅଧିକ ଭ୍ୟୁ ହାସିଲ୍ କରିସାରିଲାଣି।

ଏହାସହ ପଢନ୍ତୁ : ରାକ୍ଷୀଙ୍କ ପରେ ରେସଲିଂ ରିଙ୍ଗକୁ ଓହ୍ଲାଇଲେ ସପନା ଚୌଧୁରୀ, ଯାହାପରେ ପରିସ୍ଥିତି ସମ୍ଭାଳିବାକୁ ପହଞ୍ଚିଥିଲେ ପୋଲିସ …

ଏହି ଗୀତଟିରେ ସପନା ଏବଂ ପଞ୍ଜାବୀ ସିଙ୍ଗର କପ୍ତାନ ଲାଡିଙ୍କର ଦମଦାର ଯୋଡି ନଜର ଆସିଛି। ଏହି ଗୀତର ଭିଡିଓ ପାଇଁ ବହୁତ ପରିଶ୍ରମ କରାଯାଇଛି। ଯେଉଁଥିରେ ସପନାଙ୍କ ଡ୍ୟାନ୍ସ ଦେଖିଭଳି ହୋଇଛି। ଏହି ଗୀତର ରିଲିଜ୍ ସମ୍ପର୍କରେ ସପନା ଇଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଗୀତରେ ସପନା ବ୍ଳାକ୍ ଏବଂ ଗୋଲ୍ଡନ୍ ଡ୍ରେସ୍ ରେ ଦେଖାଦେଉଛନ୍ତି। ଏହାସହିତ ସେ ହାଟେଲ୍ ପୋନି ହେୟାର ଷ୍ଟାଇଲ୍ କରିକି ଲୋକଙ୍କ ମନକୁ ଜିଣିନେଇଛନ୍ତି ଯାହା ତାଙ୍କ ଲୁକ୍ କୁ ଆହୁରୀ ସୁନ୍ଦର କରିଦେଇଛି । ଗୀତଟିକୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୫ ଲକ୍ଷ ଲୋକ ଦେଖିସାରିଲେଣି । ଏହି ଗୀତଟିର ମ୍ୟୁଜିକ୍ ଏବଂ ଲିରିକ୍ସ ଏତେ ଦମଦାର ଯେ ଏହା କୌଣସି ବି ମ୍ୟୁଜିକ୍ ପ୍ରେମୀ ମାନଙ୍କୁ ନାଚିବାକୁ ବାଧ୍ୟ କରିବ ।

ଦେଖନ୍ତୁ ଭିଡିଓ :

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago