Categories: ରାଜ୍ୟ

ଟିଟିଲାଗଡ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ, ଚାରିଆଡେ କୁଢ଼ କୁଢ଼ ଅଳିଆ

ଟିଟିଲାଗଡ(କେନ୍ଯୁଜ୍) : ଟିଟିଲାଗଡ ସହରରେ ବିପର୍ଯ୍ଯସ୍ତ ପରିମଳ ବ୍ୟବସ୍ଥା । ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧପୂର୍ଣ୍ଣ ପରିବେଶ । ପୌରପରିଷଦ କର୍ମଚାରୀ କେବଳ ନାଳ ନର୍ଦ୍ଦମା ସଫେଇ କରି ଚାଲିଯାଆନ୍ତି । ଗତ ୨ତାରିଖଠାରୁ ରାଜ୍ୟ ସରକାର ପଲଥିନ୍‌ ବ୍ୟାନ କରିଥିଲେ ସୁଦ୍ଧା, ଟିଟିଲାଗଡ ସହରରେ ଏହାର କିଛି ପ୍ରଭାବ ପଡିନାହିଁ । ନାଁ ଲୋକେ ସଚେତନ ଅଛନ୍ତି, ନାଁ ପ୍ରଶାସନ କିଛି ପଦକ୍ଷେପ ନେଉଛି ।

ଲୋକଙ୍କ ପାଇଁ ସ୍ୱଚ୍ଛତା ସ୍ୱପ୍ନ ପାଲଟିଛି। ସେପଟେ ସ୍ୱଚ୍ଛତାରେ ଟିଟିଲାଗଡ ସହର ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି । ପୌରାଧ୍ୟକ୍ଷା କହିଛନ୍ତି, ପରିଷ୍କାର ପରିଚ୍ଛନତା ଦାୟିତ୍ୱ ଗୋଟିଏ ଏନ୍‌ଜିଓକୁ ଦିଆଯାଇଛି। ମାସେ ଭିତରେ ଅବସ୍ଥା ସୁଧୁରିଯିବ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

12 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

12 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

16 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

39 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

47 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

53 mins ago