ରାଜ୍ୟ

ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବେ ରାଇରଙ୍ଗପୁର ଛାତ୍ର ପ୍ରଭଞ୍ଜନ ମଣ୍ଡଳ, ଜାତୀୟ ସେବା ଯୋଜନା ଦିବସରେ ଗ୍ରହଣ କରିବେ ପୁରସ୍କାର

ରାରଙ୍ଗପୁର: ମୟୁରଭଞ୍ଜ ପାଇଁ ଜାତୀୟ ସ୍ତରରେ ସମ୍ମାନ ଆଣିଛନ୍ତି ରାଇରଙ୍ଗପୁରର ଛାତ୍ର ପ୍ରଭଞ୍ଜନ ମଣ୍ଡଳ । ଚଳିତ ବର୍ଷ ଜାତୀୟ ସେବା ଯୋଜନାରେ (NSS) ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି ପ୍ରଭଞ୍ଜନ । ସେପ୍ଟେମ୍ବର ୨୪ ଅର୍ଥାତ ଜାତୀୟ ସେବା ଯୋଜନା ଦିବସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିବେ ପ୍ରଭଞ୍ଜନ।

ପ୍ରଭଞ୍ଜନ ଭୁବନେଶ୍ୱର ସ୍ଥିତ NSS କାର୍ଯ୍ୟାଳୟରେ ଭରଚୁଆଲ ମାଧ୍ୟମରେ ଜାତୀୟ ସେବା ଯୋଜନା ସମ୍ମାନରେ ସମ୍ମାନିତ ହେବେ । ୨୦୧୮-୧୯ ଶିକ୍ଷାବର୍ଷରେ ଜାତୀୟ ସ୍ତରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରଶଂସନୀୟ ହୋଇ ପାରିଥିଲେ। ଏଭଳି ସଫଳତା ପାଇଁ ବିଭିନ୍ନ ମହୋଲରୁ ତାଙ୍କୁ ପ୍ରଶଂସା କରାଯାଇଛି ।

ପ୍ରଭଞ୍ଜନ ଆଦିବାସୀ ଅଧ୍ଯୁଷିତ ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମୌଦା ଗ୍ରାମର ହୋଇଥିଲେ ମଧ୍ୟ ପଲ୍ଲୀ ଠାରୁ ଦିଲ୍ଲୀ ପହଂଚିବା ପଛରେ ତାଙ୍କର ନିଷ୍ଠା ଓ ଏକାଗ୍ରତା ଯୋଗୁ ସମ୍ଭବ ହୋଇଛି ।ସେ ସୀମାନ୍ତ ମହାବିଦ୍ୟାଳୟର ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନ ଛାତ୍ର।

Sonalisa

Recent Posts

ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗ୍ରୀଷ୍ମଲହରୀ ପାଇଁ ଆଗକୁ ବଢ଼ିପାରୁନି

ଭୁବନେଶ୍ୱର : ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ…

17 mins ago

ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନବିଭାଗ ଘରେ ଚଢ଼ାଉ କରି ନେଇଗଲେ

କଟକ: ଖୁଆଇ ନଦେଲେ ଖାଉ ନଥିଲେ । ପିଆଇ ନ ଦେଲେ ପିଉ ନଥିଲେ । ଏ ଘରେ ମୋ…

29 mins ago

Xରେ ବଡ ପରିବର୍ତ୍ତନ, ଏବେ ପୋଷ୍ଟରେ ଆସୁଥିବା ଲାଇକ୍ ରହିବ ପ୍ରାଇଭେଟ୍

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ X କିଣିବା ଦିନରୁ ସେଥିରେ ଅନେକ ପରିବର୍ତ୍ତନ କରିଛନ୍ତି ।…

31 mins ago

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା, ଠକେଇ ମାମଲାରେ କୋର୍ଟରୁ ମିଳିଛି ନୋଟିସ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପା…

40 mins ago

ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା

ବିଜେଡି ସୁପ୍ରିମୋଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବରିଷ୍ଠ ନେତା । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର…

41 mins ago

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

59 mins ago