ରାଜ୍ୟ

ଚିଲିକାରୁ ଉଦ୍ଧାର ହେଲା ବିରଳ ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି (କେ ନ୍ୟୁଜ୍‌) : ଚିଲିକାରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ମାଛ । ମାଛଟିର ଆକାର ଓ ଚେହେରା ସାଧାରଣ ମାଛ ଠାରୁ ପୂରା ଅଲଗା । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସିପିଆ ଗାଁର ମତ୍ସ୍ୟଜୀବୀ ପ୍ରଦୀପ ପଲାଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲା ବେଳେ ଏହି ମାଛଟି ତାଙ୍କ ଜାଲରେ ପଡ଼ିଥିଲା । ସେ ଏହି ବିରଳ ମାଛଟିକୁ ଗାଁକୁ ନେଇ ଆସିଥିଲେ । ଏହାକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଲାଗିଛି ।

KNews Bureau

Recent Posts

ବାୟୁସେନାର ସୁଖୋଇ-୩୦ ବିମାନ ନାସିକ୍‌ରେ ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ୍‌ ସୁରକ୍ଷିତ

ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଆଜି ମହାରାଷ୍ଟ୍ରର ନାସିକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ…

5 mins ago

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ଲୁଣ ! ଜାଣନ୍ତୁ କେଉଁ ଠାରେ ମିଳେ

ଲୁଣ ଦୁନିଆର ପ୍ରାୟ ସବୁ ସ୍ଥାନରେ ବ୍ୟବହୃତ ହୁଏ, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଜରୁରୀ ହୋଇଥାଏ…

13 mins ago

ମଥୁରାରୁ ଲିଡ୍‌ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ, ୧ ଲକ୍ଷ ୮୦ ହଜାରରୁ ଅଧିକ ଭୋଟ୍‌ରେ ଆଗରେ

ଉତ୍ତର ପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ପ୍ରଥମରୁ ହିଁ ଆଗରେ…

2 hours ago

କାହିଁକି ସବୁବେଳେ କଳା ରଙ୍ଗ ହୋଇଥାଏ କାର ଟାୟାର? ଜାଣନ୍ତୁ ଏହାର କାରଣ

ଆମେ ଅନେକ ଗାଡି ବର୍ଷ ବର୍ଷ ଧରି ରାସ୍ତାରେ ଯାଉଥିବାର ଦେଖୁଛୁ । ଏହି ସମସ୍ତ ଯାନ ମଧ୍ୟରେ ଗୋଟିଏ…

2 hours ago

ଲୋକସଭା ନିର୍ବାଚନ ୨୦୨୪ : ଇନ୍ଦୋରରେ NOTA ରେ ରେକର୍ଡ, ଭୋଟରଙ୍କୁ ପସନ୍ଦ ଆସିଲେନି ପ୍ରାର୍ଥୀ

ମଧ୍ୟପ୍ରଦେଶ ଇନ୍ଦୋରରେ ଲୋକସଭା ଆସନରେ କିଛି ଅଲଗା ଦେଖିବାକୁ ମିଳିଛି । ଏଠାରେ ଭୋଟର ରାଜନୈତିକ ଦଳ ପାଇଁ ଆକ୍ରୋଶ…

2 hours ago

ଆସିଲା ହ୍ଵାଟସ୍‌ ଆପର ନୂଆ ଫିଚର, ଏବେ ମ୍ୟାକବୁକରେ ସେୟାରେ କରିପାରିବେ ଷ୍ଟାଟସ

ହ୍ଵାଟସ୍ ଆପ୍ ହେଉଛି ଏମିକି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍, ଯାହାକୁ ବିଶ୍ୱର କୋଟି କୋଟି ୟୁଜର ବ୍ୟବହାର କରୁଛନ୍ତି…

2 hours ago