ପୁରୀ(କେନ୍ୟୁଜ୍): ପୁରୀରୁ ଉଦ୍ଧାର ହେଲା ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ପକ୍ଷୀ । ଶ୍ରୀକ୍ଷେତ୍ର ପୁରୀରୁ ପ୍ରଥମଥର ପାଇଁ ଏହି ପକ୍ଷୀଟି ଉଦ୍ଧାର କରାଯାଇଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁରୁ ଏହି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି। ଏହି ପ୍ରଜାତିର ପକ୍ଷୀ ଧିରେ ଧିରେ ବିଲୁପ୍ତ ପ୍ରାୟ ହୋଇଯାଉଛନ୍ତି।
ଗାଁର ଆଲୋକ ସ୍ୱାଇଁ ଏହି ପକ୍ଷୀକୁ ପାଇବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଗରୁଡଟିର ବୟସ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଲୋକ ସ୍ୱାଇଁ ନିଜ ସାଙ୍ଗଙ୍କ ସହ ନଦୀ ଆଡକୁ ବୁଲିବାକୁ ଯାଇଥିବାବେଳେ ବ୍ରିଜ୍ ନିକଟରେ ଏହି ପକ୍ଷୀଟିର ଶବ୍ଦ ଶୁଣିବାକୁ ପାଇଥିଲେ। ପରେ ବ୍ରିଜ ତଳୁ ଏହି ଗରୁଡ ପକ୍ଷୀକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…