Categories: ରାଜ୍ୟ

‘ତିତ୍‌ଲି’ ପରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ଯ, ସହାୟତା ପାଇଁ ଆଜିଠୁ ହେଲିକପ୍ଟର ନିୟୋଜିତ

ଭୁବନେଶ୍ବର(କେନ୍ଯୁଜ୍) : ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ଯ । ସହାୟତା ପାଇଁ ହେଲିକପ୍ଟର ଆସିଛି । ଉଦ୍ଧାର ଏବଂ ରିଲିଫ କାର୍ଯ୍ଯରେ ଆଜିଠାରୁ ନିୟୋଜିତ ହେବ ।

ଗଜପତି, ଗଞ୍ଜାମ ଏବଂ ରାୟଗଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ସୁଧୁରୁଛି । ତଥାପି ଅନେକ ଲୋକ ପାଣି ଘେରରେ ରହିଛନ୍ତି । ରିଲିଫ ଏବଂ ଉଦ୍ଧାର କାର୍ଯ୍ଯକୁ ତ୍ୱରାନ୍ଵିତ କରାଯାଉଛି । ୧୪ଟି ଏନଡିଆରଏଫ ଓ ୧୨ଟି ଓଡ୍ରାଫ ଟିମ୍‌ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି ।

ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ଗଛକାଟି ରାସ୍ତା ସଫା କରାଯାଉଛି । ସେହିପରି ବିଦ୍ୟୁତ୍‌ ଖୁଣ୍ଟି ଉପୁଡି ପଡ଼ିଥିବାରୁ ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ବହୁ ଅଞ୍ଚଳ ଅନ୍ଧାରରେ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଏସବୁର ପୁନରୁଦ୍ଧାର କାର୍ଯ୍ଯ ଚାଲିଛି । ବିଦ୍ୟୁତ ସରବରାହ ସ୍ୱାଭାବିକ ହେବାକୁ ଆଉ ୩ ରୁ ୪ ଦିନ ପର୍ଯ୍ଯନ୍ତ ସମୟ ଲାଗିପାରେ ।

KNews Bureau

Recent Posts

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

15 mins ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

38 mins ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

1 hour ago

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ସବୁଠୁ ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଲେ। ୨୪ ବର୍ଷ ୩ ମାସର ଲମ୍ବା ଶାସନ…

1 hour ago

ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି…

1 hour ago

ଗୋଟେ କି ଦୁଇଟି ଗାଡି ନୁହେଁ ଏକାଥରେ ୭ଟି ଗାଡି ଦେଇଛନ୍ତି ପରସ୍ପରକୁ ଧକ୍କା

କେନ୍ଦୁଝର (କେନ୍ୟୁଜ) : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି…

1 hour ago