ରାଜ୍ୟ

ଆଘାତ ପ୍ରାପ୍ତ ନାଗ ସାପର ପ୍ରତିବାଦ, ଫଣାଟେକି ରାସ୍ତାରୋକ୍ କରିବା ସହିତ ବାଇକ୍ ନେଇ ଯାଉଥିବା ଲୋକଙ୍କୁ ଗୋଡାଇଲା

ସୋର: ଆଘାତ ପ୍ରାପ୍ତ ନାଗ ସାପର ରାସ୍ତା ରୋକ୍। ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥା ଟି ସତ । ଯାହାକୁ ନେଇ ରାସ୍ତା ଉପରେ ଜମିଥିଲା ଲୋକଙ୍କ ଭିଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁର ରାସ୍ତା କୁଆମରା ନିକଟରେ ।

ମନୁଷ୍ଯର ଯେପରି କିଛି ଅସୁବିଧା ହେଲେ ସେ ରାସ୍ତାରୋକ, ଆନ୍ଦୋଳନ ପରି ପନ୍ଥା ଗ୍ରହଣ କରିଥାଏ ସେହିପରି ଏହି ନାଗ ସାପଟି ମଧ୍ୟ ରାସ୍ତାରୋକ କରି ପ୍ରତିବାଦ କରିଛି । ସୂଚନା ମୁତାବକ, ଗତକାଲି ରାତିରେ କୌଣସି ଏକ ଅଜଣା ଗାଡି ରାସ୍ତା ପାରି ହେଉଥିବା ଏହି ନାଗ ସାପକୁ ଆଘାତ ଦେଇ ଚାଲି ଯାଇଥିଲା । ଯାହାପରେ ଆଘାତ ପ୍ରାପ୍ତ ସାପଟି ରାଗିଯାଇଥିଲା ଏବଂ ଦିର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ଫଣାଟେକି ରହିବା ସହ ରାସ୍ତାରେ ବାଇକ୍ ନେଇ ଯାଉଥିବା ଲୋକଙ୍କୁ ଗୋଡାଇଥିଲା ।

ତେବେ ଏହି ଖବର ପାଇ ଘଟଣାସ୍ତଳରେ ଲୋକଙ୍କ ଭିଡ ଜମିଥିଲା । ରାସ୍ତାରେ ଲୋକ ଅଟକି ରହିଥିଲେ । କିଛି ଯୁବକ ଉକ୍ତ ସାପଟିକୁ କୌଶଳ କ୍ରମେ ରାସ୍ତାରୁ ଆଣି ଏକ ପଡିଆ ପିକଟରେ ରଖିବା ସହତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

 

 

 

Sonalisa

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

22 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago