Categories: ରାଜ୍ୟ

ନବରଙ୍ଗପୁର : ଚଳନ୍ତା ବସରୁ ବାହାରିଲା ଚକା, ତାପରେ କଣ ହେଲା ଜାଣନ୍ତୁ

ନବରଙ୍ଗପୁର (କେନ୍ୟୁଜ୍‌) : ଚଳନ୍ତା ବସରୁ ବାହାରିଗଲା ଚକା,ଅଳ୍ପକେ ବର୍ତ୍ତିଲ ଯାତ୍ରୀ। ଏକ ଘରୋଇ ଯାତ୍ରୀବାହୀ ବସ୍ ଏମଏସବ ଏଭଳି ଦୁର୍ଘଟଣାର ଶିକର ହୋଇଛି। ବସଟି ଉମରକୋଟରୁ ଜୟପୁର ଯାଉଥିଲା। ଏହି ସମୟରେ ୩୯ ନମ୍ବର ରାଜ୍ୟ ରାଜପଥ ମହେନ୍ଦ୍ରୀ ଛକ ନିକଟରେ ବସର ପଛ ଚାରୋଟି ଚକା ବାହାରକୁ ବାହାରି ଜମି ଭିତରକୁ ଚାଲି ଯାଇଥିଲା।

ବସ୍ ଭିତରେ ଥିବା ଯାତ୍ରୀ ଏପରି ହେଉଥିବା ଅନୁଭବ କରି ଦୁର୍ଘଟଣା ଘଟିବା ପୂର୍ବରୁ ବସରୁ ଯଥାଶୀଘ୍ର ବାହାରକୁ ଚାଲିଆସିଥିଲେ। ସୂଚନା ଅନୁଯାୟୀ ବସରେ ୪୦ ରୁ ୫୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ବସଟି ଘୋଷାଡି ହୋଇ ଏକ ଗଛକୁ ପିଟି ହୋଇଛି।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

9 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

9 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

16 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

22 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

39 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

48 mins ago