Below header

ନବରଙ୍ଗପୁର : ଚଳନ୍ତା ବସରୁ ବାହାରିଲା ଚକା, ତାପରେ କଣ ହେଲା ଜାଣନ୍ତୁ

ନବରଙ୍ଗପୁର (କେନ୍ୟୁଜ୍‌) : ଚଳନ୍ତା ବସରୁ ବାହାରିଗଲା ଚକା,ଅଳ୍ପକେ ବର୍ତ୍ତିଲ ଯାତ୍ରୀ। ଏକ ଘରୋଇ ଯାତ୍ରୀବାହୀ ବସ୍ ଏମଏସବ ଏଭଳି ଦୁର୍ଘଟଣାର ଶିକର ହୋଇଛି। ବସଟି ଉମରକୋଟରୁ ଜୟପୁର ଯାଉଥିଲା। ଏହି ସମୟରେ ୩୯ ନମ୍ବର ରାଜ୍ୟ ରାଜପଥ ମହେନ୍ଦ୍ରୀ ଛକ ନିକଟରେ ବସର ପଛ ଚାରୋଟି ଚକା ବାହାରକୁ ବାହାରି ଜମି ଭିତରକୁ ଚାଲି ଯାଇଥିଲା।

bus ବସ୍ ଭିତରେ ଥିବା ଯାତ୍ରୀ ଏପରି ହେଉଥିବା ଅନୁଭବ କରି ଦୁର୍ଘଟଣା ଘଟିବା ପୂର୍ବରୁ ବସରୁ ଯଥାଶୀଘ୍ର ବାହାରକୁ ଚାଲିଆସିଥିଲେ। ସୂଚନା ଅନୁଯାୟୀ ବସରେ ୪୦ ରୁ ୫୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ବସଟି ଘୋଷାଡି ହୋଇ ଏକ ଗଛକୁ ପିଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.