ନାଗରିକତା ସଂଶୋଧନ ଆଇନକୁ ନେଇ ବେଶ ଖୁସି ଅଛନ୍ତି ବଲାଙ୍ଗୀରରେ ରହୁଥିବା ପାକିସ୍ତାନ ନାଗରିକ ସାରଦା ଶିତୱାନି । ୩୦ ବର୍ଷ ପୂର୍ବରୁ ପାକିସ୍ତାନ ଛାଡି ଭାରତକୁ ଆସିଥିଲେ ସିତୱାନି ପରିବାର । ପାକିସ୍ତାନରେ ନିର୍ଯାତନା ସହି ନପାରି ଘର, ଜମିବାଡ଼ି ଛାଡ଼ି ଆସି ଓଡ଼ିଶାର କୋରାପୁଟରେ ଆଶ୍ରୟ ନେଇଥିଲେ ସିତୱାନି ପରିବାର । ସାରଦା ସିତୱାନି ବଲାଙ୍ଗିର ସହରର ଠିକାଦାର ପଡାର ମହେଶ କୁଜ୍ରେକାଙ୍କୁ ବିବାହ କରିଛନ୍ତି । ପରିବାରରେ ୪ଜଣ ସଦସ୍ୟଙ୍କ ମଧ୍ୟରୁ ତିନିଜଣ ଭାରତୀୟ ହୋଇଥିବା ବେଳେ ସାରଦା ଶୀତୱାନୀଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ ରହିଛି। ସେମାନେ ହିନ୍ଦୁ ହୋଇଥିବାରୁ ପାକିସ୍ତାନରେ ଅନେକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ହେଲେ ଦେଶରେ ଏବେ ନାଗରିକତା ଆଇନ ଲାଗୁ ହୋଇଥିବାରୁ ତାଙ୍କୁ ଏବେ ଭାରତୀୟ ନାଗରିକତା ମିଳିବାର ଆଶା ରଖିଛନ୍ତି ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…