କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ୧୪ଟି ନମୁନାର ପରୀକ୍ଷା କରାଯାଇଥିଲା। ସେଥିରୁ ଜଣଙ୍କର ପଜିଟିଭ୍ ଆସିଥିଲା। ଯାହାର ପଜିଟିଭ୍ ଆସିଛି ସେ କୋଭିଡ୍-୧୯ ପ୍ରଭାବିତ ଦେଶ ଗସ୍ତ କରିଥିବା ସୂଚନା ମିଳିଛି। ରାଜ୍ୟ ସର୍ଭିଲାନ୍ସ ୟୁନିଟ୍ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଆଉ କାହା କାହା ସମ୍ପର୍କରେ ଆସିଛନ୍ତି ସେମାନଙ୍କ ସନ୍ଧାନ ଆରମ୍ଭ ହୋଇଛି।
କରଞ୍ଜିଆ : ବଜ୍ରପାତ ନେଲା ଜୀବନ । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ…
ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ…
ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି…
ଘୋଷଣା ହୋଇସାରିଛି ୨୦୨୪ର ଫଳ । ଶେଷ ହୋଇଛି ଭାରତରେ ଗଣତନ୍ତ୍ରର ମହାପର୍ବ । ନିର୍ବାଚନ ଆୟୋଗ ୫୪୨ ସିଟ୍…
ଭଦ୍ରକ (କେନ୍ୟୁଜ): ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରସିଦ୍ଧ ଶକ୍ତି ପୀଠ ରହିଛି । ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପବିତ୍ର…
ମଧ୍ୟରାତ୍ରିରେ ଫୁଡ୍ କ୍ରେଭିଙ୍ଗ ହେବା ଏକ ସାଧାରଣ ସମସ୍ୟା, ଯେଉଁଥିପାଇଁ ଅଧିକାଂଶ ଲୋକ ରାତିରେ ଭୋକିଲା ଅନୁଭବ କରନ୍ତି ।…