Below header

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ୧୪ଟି ନମୁନାର ପରୀକ୍ଷାରୁ ଜଣଙ୍କର ଆସିଛି ପଜିଟିଭ୍‌

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ୧୪ଟି ନମୁନାର ପରୀକ୍ଷା କରାଯାଇଥିଲା। ସେଥିରୁ ଜଣଙ୍କର ପଜିଟିଭ୍‌ ଆସିଥିଲା। ଯାହାର ପଜିଟିଭ୍‌ ଆସିଛି ସେ କୋଭିଡ୍‌-୧୯ ପ୍ରଭାବିତ ଦେଶ ଗସ୍ତ କରିଥିବା ସୂଚନା ମିଳିଛି। ରାଜ୍ୟ ସର୍ଭିଲାନ୍‌ସ ୟୁନିଟ୍‌ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଆଉ କାହା କାହା ସମ୍ପର୍କରେ ଆସିଛନ୍ତି ସେମାନଙ୍କ ସନ୍ଧାନ ଆରମ୍ଭ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.