ରାଜ୍ୟ

ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ରତିକାନ୍ତ ବେହେରା ଆହତ

ଉଦଳା : ସଡକ ଦୁର୍ଘଟଣାରେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାର ଆହତ । ମୟୂରଭଞ୍ଜ ଉଦଳା ଅଞ୍ଚଳର ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକରୁ କାର ଯୋଗେ ଫେରୁଥିବା ବେଳେ ନାୟକ ବନ୍ଦର ଠାରେ ଦୁର୍ଘଟଣା ଘଟିଛି ।

ତାଙ୍କ ସହିତ ଥିବା ତାଙ୍କ ଓକିଲ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି । ଗାୟତ୍ରୀ, ଇନ୍ଦ୍ରଜାଲ, ବଡଘର ବଡ ଗୁମର କଥା, ଶଙ୍ଖା ସିନ୍ଦୁର ଭଳି ବିଭିନ୍ନ ଧାରାବାହିକରେ ଅଭିନୟ କରିଛନ୍ତି ରତିକାନ୍ତ । ଦୁର୍ଘଟଣା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

Sonalisa

Recent Posts

ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ, ପ୍ରେସମିଟ କରି କଲେ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ ।  କିଟ୍ , କିସ୍ ପ୍ରତିଷ୍ଠାତା ତଥା…

15 mins ago

ଅଧରାତିରେ ଥରିଲା ରାଜସ୍ଥାନ, ସିକରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ରାଜସ୍ଥାନ ସିକରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୯ ରହିଛି । ଚଳିତବର୍ଷରେ ରାଜସ୍ଥାନ ସିକରରେ…

16 mins ago

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର…

30 mins ago

ଆମେଠିରେ ବଡ଼ ଦୁର୍ଘଟଣା: ବୋଲେରୋ ଓ ବାଇକ୍‌ ଧକ୍କାରେ ୫ ମୃତ, ୬ ଆହତ

ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାଣ୍ଟା-ଟାଣ୍ଡା ରାଜପଥର ମୁନ୍‌ସିଗଞ୍ଜର…

34 mins ago

କାଲି ଶୀତଳ ଷଷ୍ଠୀ ଯାତ୍ରା, ଦେବ ଦମ୍ପତିଙ୍କ ବାହାଘର ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର (କେନ୍ୟୁଜ): କାଲି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା…

37 mins ago

ଯାଆଁଳା ଭାଇ ଶୁଭମ୍ ଓ ସତ୍ୟମ୍: ସମାନ ନମ୍ବର ରଖି ହୋଇଛନ୍ତି ଟପ୍ପର

ପୁରୀ(କେନ୍ୟୁଜ): ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ…

43 mins ago