ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ସେକ୍ସ ର୍ୟାକେଟ୍ ଠାବ । ଶାସ୍ତ୍ରୀନଗର ଶ୍ରୀକୃଷ୍ଣା ସ୍ପା ସେଣ୍ଟରେ ସେକ୍ସ ରାକେଟ୍ ଚାଲୁଥିବା ବେଳେ ସ୍ଥାନୀୟ ଲୋକ ଗ୍ରାହକଙ୍କୁ ଧରିଥିବା ବେଳେ ଦେହଜୀବୀ ଫେରାର ହୋଇଯାଇଛନ୍ତି । ଏହାପରେ ପୋଲିସ ଖବର ପାଇ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲା । ବିଳମ୍ବରେ ଆସିବା ନେଇ କିଛିସମୟ ପାଇଁ ପୋଲିସ-ସ୍ଥାନୀୟ ଲୋକଙ୍କ ମଧ୍ୟ ଠେଲାପେଲା ହୋଇଥିଲା । ସନ୍ଦେହରେ ଦୁଇ ଯୁବକଙ୍କୁ ପଚରାଉଚରା କରୁଛି ଖାରବେଳ ନଗର ପୋଲିସ ।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…