ରାଜ୍ୟ

ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି: ଘରେ ପଶି ମାରପିଟ୍‌ କଲେ ଦୁର୍ବୃତ୍ତ

ବଲାଙ୍ଗିର (କେନ୍ୟୁଜ) : ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି । ବଲାଙ୍ଗିର ସଦର ଥାନା ସଦାଇପାଲି ଗାଁରେ ଜମିବାଡି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଲମ୍ବୋଦର ସାଏଙ୍କ ଘରେ ପଶି ଜମି ମାଫିଆ ମାରପିଟ୍‌ କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି ।

କାହା ଦେହରେ ଗୁଳି ବାଜିନାହିଁ। ଘଟଣାସ୍ଥଳରେ ପହଞ୍ଚିଛି ସଦର ଥାନା ପୋଲିସ। ଗଣ୍ଡଗୋଳ ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି ।ଵଲାଙ୍ଗିର ବିଭୂତି ପଡାର ଦିଲ୍ଲୀପ ପଟ୍ଟନାୟକ ଆଜି ଜମି ଚିହ୍ନଟ ପାଇଁ ସଦାଇପାଲି ଯାଇଥିଲେ।

Barsha

Recent Posts

ନଦୀରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ(କେନ୍ୟୁଜ): ସ୍ଥିର ନଦୀ ଦେଖିଲେ ଯେକୌଣସି ଲୋକର ମନ ହୁଏ ଟିକେ ଯାଇ ଗାଧୋଇ ପଡ଼େ । କିନ୍ତୁ ନଦୀର…

21 mins ago

ଯୁବପିଢ଼ିଙ୍କ ପାଇଁ ନବୀନଙ୍କ ୫ ଗ୍ୟାରେଣ୍ଟି, ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ । ଯୁବବର୍ଗଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ…

24 mins ago

ଭାରତୀୟ ରେଳବାଇରେ ୧୨୦୨ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୧୨୦୨ ପଦବୀ ଖାଲି ପଡିଛି । ଏଥିପାଇଁ ନୋଟିଫିକେସନ…

45 mins ago

ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ…

51 mins ago

ରାସ୍ତାରେ ଯାଉ ଯାଉ ହଠାତ୍‌ ଘରେ ପଶିଲା ଟ୍ରାକ୍ଟର, କ୍ଷଣିକରେ ଚାଲିଗଲା ଚାଳକଙ୍କର ଜୀବନ

ପିପିଲି (କେନ୍ୟୁଜ) : ରାସ୍ତାରେ ଯାଉଥିବାବେଳେ ବାଟବଣା ହୋଇଗଲା ଟ୍ରାକ୍ଟର । ରାସ୍ତା ବଦଳରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର…

1 hour ago

ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡରେ ରୋଗୀଙ୍କ ଭିତରେ ପଶିଗଲା ପୋଲିସ ଗାଡି, ଭିଡିଓ ଭାଇରଲ

ହସପିଟାଲରେ ଏମରଜେନ୍ସି ଓ୍ଵାର୍ଡରେ ପଶିଗଲା ପୋଲିସ ଗାଡି । କୌଣସି ରୋଗୀକୁ ନେଇ ନୁହେଁ ବରଂ ଅଭିଯୁକ୍ତକୁ ଧରିବା ପାଇଁ…

1 hour ago