ମୟୁରଭଞ୍ଜ: ଶିମିଳିପାଳର ପୋଡାଡିହା ଏବଂ ବୁଢାମରାରେ ଜଳୁଛି ନିଆଁ। ପୋଡାଡିହା ରେଞ୍ଜ ଖଣ୍ଡାଚିରା, ଅନନ୍ତପୁର ଏବଂ ବୁଢାମରା ରେଞ୍ଜ ମାଣିକପୁର, ଦେବକୁଣ୍ଡ ଆଦି ଅଞ୍ଚଳରେ ନିଆଁ ଲାଗିଛି। ପୁରା ଅଞ୍ଚଳ ଏବେ ହୁ ହୁ ହୋଇ ଜଳୁଛି ।
ଗତ ପାଞ୍ଚ ଦିନ ଧରି ଏହି ରେଞ୍ଜରେ ନିଆଁ ଲାଗି ରହିଛି। ପାଖାପାଖି ୧୦ କିଲୋମିଟରରୁ ଅଧିକ ଅଂଚଳରେ ଏହି ନିଆଁ ଲାଗି ରହିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜଙ୍ଗଲରେ ନିଆଁ ଲିଭାଇବାକୁ ବନବିଭାଗ କିମ୍ବା କୌଣସି ଟିମ୍ ପହଞ୍ଚି ନ ଥିବା କହିଛନ୍ତି ଗ୍ରାମବାସୀ। ବୁଢାମରା ରେଞ୍ଜର ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଜଙ୍ଗଲ ମଧ୍ୟ ଏବେ ଜଳୁଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି।
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…