ଚାନ୍ଦବାଲି: ଦୀର୍ଘଦିନ ହେଲା ସ୍ଲୁଇସ୍ ଗେଟ ନିର୍ମାଣ କାମ ସରିଛି ହେଲେ ଗେଟରେ ସଟର ଲାଗିନି । ଯାହା ଫଳରେ ହଇରାଣ ହେଉଛନ୍ତି ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପହଣା ଗାଁ ଯୋର ଉପରେ ନିର୍ମାଣ କରାଯାଇଛି ଏହି ସ୍ଲୁଇସ୍ ଗେଟ୍ । ସ୍ଲୁଇସ୍ ଗେଟରେ ସଟର ଲାଗି ନଥିବାରୁ ଚାଷୀଙ୍କ ଜମିକୁ ଲୁଣି ପାଣି ମାଡି ଯାଉଛି । ଫଳରେ ଚାଷ କାମରେ ବାଧା ଉପୁଜୁଥିବା ଚାଷୀ କହିଛନ୍ତି
ପହଣା ସମେତ ଆରଡି ପଞ୍ଚାୟତର ମୁଆଁ, ସନ୍ତରା ଓ ଆରଡି ନଦୀଳକୂଳିଆ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ୩ଟି ସ୍ଲୁଇସ୍ ଗେଟ ନିର୍ମାଣ କରାଯାଇଛି । ହେଲେ ସେସବୁ ଗେଟରେ ସଟର ଲାଗିପାରିନି । ଦିନ ଦିନ ଧରି ସୁଇସ ଗେଟ ଖୋଲାମେଲାରେ ପଡି ରହିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅନ୍ୟପଟେ ଖୁବଶୀଘ୍ର ଗେଟ୍ ଗୁଡିକରେ ସଟର ଲାଗିବ ବୋଲି କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…