ପଞ୍ଜୁରୀ ଭିତରେ ସାପ-ଚଢେଇ ଲଢେଇ। ନିଜକୁ ଓ ଅଣ୍ଡାକୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଛା ଉଦ୍ୟମ ଚଳାଇଛନ୍ତି ଚଢେଇ। ବାଙ୍କୀ ରଗଡି ଗାଁର ସତ୍ୟରଞ୍ଜନ ମହାପାତ୍ରଙ୍କ ଘରେ ବିତର ଦେଖିବାକୁ ମିଳିଥିଲା ସାପ ଓ ଚଢେଇର ଲଢେଇ। ଗତକାଲି ସନ୍ଧ୍ୟା ସମୟରେ ସତ୍ୟରଞ୍ଜନଙ୍କ ଘରେ ଭିତରେ ଥିବା ଏକ ଚଢେଇ ପଞ୍ଜୁରୀ ଭିତରେ ନାଗ ସାପଟି ପଶିଯାଇଥିଲା।
ସାପଟି ଅଣ୍ଡାଗୁଡିକୁ ଖାଇବାକୁ ଚେଷ୍ଟା କରିବାବେଳେ ଚଢେଇମାନେ ଘେରି ଯାଇଥିଲେ। ଏହାପରେ ଚାଲିଥିଲା ସାପ-ଚଢେଇ ଲଢେଇ। ଚଢ଼େଇ ଆକ୍ରମଣରେ ସାପ ଦରମରା ହୋଇଯାଇଥିଲା। ଏହାଦେଖି ଘର ମାଲିକ ସ୍ନେକ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ୍ର ସଦସ୍ୟମାନେ ପହଞ୍ଚି ସାପକୁ ଉଦ୍ଧାର କରି ଛାଡିଦେଇଥିଲେ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…