ଭୁବନେଶ୍ବର: ସରିଲା ୬ ମାସର ଡେଡଲାଇନ୍ । ପୁଣି ଫେରିଲା ଟ୍ରାଫିକ୍ ଟେନ୍ସନ୍ । ଆଜିଠୁ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି । ଆଜି ଭୁବନେଶ୍ୱର ଆରଟିଓ ୨ ଅଂଚଳରୁ ମୋଟ ୨.୫ ଲକ୍ଷ ଟଙ୍କାର ଫାଇନ ଆଦାୟ କରାଯାଇଛି। ମୋଟ ୨.୧୦ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ଜଣେ ବାଇକ ଚାଳକଙ୍କଠାରୁ ସର୍ବାଧିକ ୨୨ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ଲର୍ଣ୍ଣିଂଧାରି ଗାଡି ଚଲାଉଥିବା ସମୟରେ ଡିଏଲ ଧାରି ବ୍ୟକ୍ତି ସାଙ୍ଗରେ ଥିବା ବାଧ୍ୟତାମୁଳକ। ଆଜି ରବିବାର ଥିବାରୁ ରାସ୍ତାରେ ଗାଡି ଚଳାଚଳ ଟିକେ କମ୍ ରହିଥିଲା । ଯେଉଁମାନଙ୍କ ପାଖରେ ଗାଡ଼ିର କାଗଜପତ୍ର ଠିକ ନାହିଁ କି ଲାଇସେନ୍ସ ନାହିଁ ଗଣୁଛନ୍ତି ମୋଟା ଅଙ୍କର ଜରିମାନା ।
ଥରେ ଭଲ ଭାବେ ଜାଣି ନିଅନ୍ତୁ କେଉଁ ବାବଦରେ କେତେ ଟଙ୍କା ଚାଲାଣ କଟୁଛି । ନଜର ପକାନ୍ତୁ ଏହି ତାଲିକା ଉପରେ …
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…