ରାଜ୍ୟ

କାଙ୍ଗାଳ ହୋଇଗଲା ଡ୍ରଗ୍ସ କିଙ୍ଗ ଟକ୍‌ଲୁ ରାଜା: ସମ୍ପତ୍ତି ବାଜ୍ୟାପ୍ତି ପାଇଁ STFକୁ ମିଳିଲା ଅନୁମତି

ବାଲେଶ୍ବର(କେନ୍ୟୁଜ୍): ଡ୍ରଗ୍ସ କିଙ୍ଗ ଟକ୍‌ଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ମିଳିଲା ଅନୁମତି । ଅନୁମତି ଦେଲେ କୋଲକାତା ସ୍ଥିତ କୋଲକାତା କମିଟେଣ୍ଟ ଅଥରିଟି । ଡ୍ରଗ୍ସ କିଙ୍ଗର ୨ କୋଟି ସମ୍ପତି ବାଜ୍ୟାପ୍ତି ପାଇଁ STF ମାଗିଥିଲା ଅନୁମତି । ଏଥିରେ ରହିଛି ବାଲେଶ୍ୱର ଜିଲ୍ଲାରେ ଥିବା ୧୯ ଟି ପ୍ଲଟ ଏବଂ ୨୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ।

ପୁଅ, ଝିଅ ଏବଂ ମାମୁଁଙ୍କ ସହ ନିଜ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଥିଲା ଟକ୍‌ଲୁ ରାଜା । ପୂର୍ବରୁ ଡ୍ରଗ୍ସ କାରବାର ନେଇ ଜେଲଯାଇଛି ସେକ ସମୁରିଦିନ ଓରଫ ଟକଲୁ ରାଜା । ଟକ୍‌ଲୁ ରାଜା ଜଳେଶ୍ୱର ଅଞ୍ଚଳର କୁଖ୍ୟାତ ବ୍ରାଉନସୁଗର ବେପାରୀ

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

21 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

30 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago