ବ୍ରହ୍ମପୁର(କେନ୍ୟୁଜ୍): ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପତ୍ନୀ ତପସ୍ୱିନୀ । ନୂଆବର୍ଷରେ ତପସ୍ୱିନୀ ସୁମିତଙ୍କ ମଙ୍ଗଳ କାମନା କରିଛନ୍ତି । କହିଛନ୍ତି, ଯେଉଁଠି ବି ଅଛ ଭଲରେ ରୁହ । ଗ୍ରହଣ କରିନେବାକୁ ନିବେଦନ କରିଛନ୍ତି ପତ୍ନୀ ତପସ୍ୱିନୀ। ଆସନ୍ତା ୪ ତାରିଖରେ ସୁମିତ- ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଚୂଡାନ୍ତ ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ।
ଏବେ ଘର ବାରଣ୍ଡାରେ ବସିଛନ୍ତି ତପସ୍ୱିନୀ । ନୂଆ ବର୍ଷରେ ଭଗବାନ ନୂଆ ଆଶା ଦେଖାଇବେ ଓ ୪ ତାରିଖରେ ଭଲ ରାୟ ଆସିବ ବୋଲି ତପସ୍ୱିନୀ କହିଛନ୍ତି । ସେପଟେ ତପସ୍ୱିନୀଙ୍କ ସଂସାର ଯୋଡି ହୋଇଯିବ ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…