tapaswini sumit

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର…

2 years ago

ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି…

2 years ago

କେଉଁଠି ରହିବେ ତପସ୍ୱିନୀ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ

ବ୍ରହ୍ମପୁର (କେନ୍ଯୁଜ୍): କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ…

2 years ago

ଯେଉଁଠି ବି ଅଛ ଭଲରେ ରୁହ, ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ୟୁଜ୍):  ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପତ୍ନୀ ତପସ୍ୱିନୀ । ନୂଆବର୍ଷରେ ତପସ୍ୱିନୀ ସୁମିତଙ୍କ ମଙ୍ଗଳ କାମନା କରିଛନ୍ତି । କହିଛନ୍ତି, ଯେଉଁଠି ବି ଅଛ ଭଲରେ…

2 years ago

ଥମୁନି ତପସ୍ୱିନୀ-ସୁମିତ ପାରିବାରିକ ବିବାଦ: ବୋହୂ ଘର ବାରଣ୍ଡାରୁ ହଟାଇବାକୁ ପରିବାର ଲୋକଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ଥମୁନି। ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସମ୍ପର୍କ। ଭଲ ପାଇ ବିବାହ କଲେ। ଗୋଟେ ବର୍ଷ ସାଥିରେ ରହିଲେ।…

3 years ago

ପୁଣି ୧୫ ଦିନ ଛୁଟିରେ ଗଲେ ଡାକ୍ତର ସୁମିତ୍‌, ଘର ବାରଣ୍ଡାରେ ସେମିତି ବସିରହିଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ୍‌ ବିବାଦରେ ପ୍ରତିଦିନ ବଦଳୁଛି ମୋଡ଼। ପୁଣି ଛୁଟିରେ ଗଲେ ଡାକ୍ତର ସୁମିତ ସାହୁ। ପୂର୍ବରୁ ୨୦ ଦିନ, ଏବେ ପୁଣି ୧୫ ଦିନ ଛୁଟିରେ…

3 years ago

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥମିବାର ନାଁ ନେଉଛି ସୁମିତ-ତପସ୍ୱିନୀ ବିବାଦ, ଜିଲ୍ଲାପାଳ ଦେଲେ ଏମିତି ଉପଦେଶ

ବ୍ରହ୍ମପୁର(କେନ୍ଯୁଜ୍): ଥମିବାର ନାଁ ନେଉଛି ସୁମିତ- ତପସ୍ୱିନୀ ବିବାଦ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିବାଦ ତୁଟିବାର ନାଁ ଧରୁନି। ଏପଟେ ଡାକ୍ତର ସୁମିତଙ୍କ ଘର ଆଗରେ…

3 years ago

କେବେ ହେବ ସମାଧାନ? ପୁଣି ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ । ଗତକାଲି…

3 years ago

ଆସିବ ନୂଆ ରାୟ: ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ…

3 years ago

ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ…

3 years ago

ସରିଲା ଛୁଟି, ଫେରିବେ କି ବ୍ରହ୍ମପୁରର ଡାକ୍ତର ସୁମିତ? ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସରିଲା ଛୁଟି, ଫେରିବେ କି ସୁମିତ? କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ? ୫ ଦିନ ହେଲା ତାଙ୍କର ଖୋଜଖବର ନାହିଁ ?…

3 years ago

କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ, ୪ଦିନ ହେଲା ମିଳୁନି ପତ୍ତା

ବ୍ରହ୍ମପୁର(କେନ୍ଯୁଜ୍): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ଚାରି ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍‌ ଛାଡି…

3 years ago