Browsing Tag

tapaswini sumit

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ଘର ଛାଡ଼ିବା ପରେ ଏକ ଭିଡିଓ ସେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ…

ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ତୁଟୁନି ଝାମେଲା । ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ଉଭୟଙ୍କ…

କେଉଁଠି ରହିବେ ତପସ୍ୱିନୀ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ

ବ୍ରହ୍ମପୁର (କେନ୍ଯୁଜ୍): କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏଥିପାଇଁ ଉଭୟ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।…

ଯେଉଁଠି ବି ଅଛ ଭଲରେ ରୁହ, ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ୟୁଜ୍):  ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପତ୍ନୀ ତପସ୍ୱିନୀ । ନୂଆବର୍ଷରେ ତପସ୍ୱିନୀ ସୁମିତଙ୍କ ମଙ୍ଗଳ କାମନା କରିଛନ୍ତି । କହିଛନ୍ତି, ଯେଉଁଠି ବି ଅଛ ଭଲରେ ରୁହ । ଗ୍ରହଣ କରିନେବାକୁ ନିବେଦନ କରିଛନ୍ତି ପତ୍ନୀ ତପସ୍ୱିନୀ। ଆସନ୍ତା ୪ ତାରିଖରେ ସୁମିତ- ତପସ୍ୱିନୀ…

ଥମୁନି ତପସ୍ୱିନୀ-ସୁମିତ ପାରିବାରିକ ବିବାଦ: ବୋହୂ ଘର ବାରଣ୍ଡାରୁ ହଟାଇବାକୁ ପରିବାର ଲୋକଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ଥମୁନି। ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସମ୍ପର୍କ। ଭଲ ପାଇ ବିବାହ କଲେ। ଗୋଟେ ବର୍ଷ ସାଥିରେ ରହିଲେ। ତା ପରେ କ'ଣ ଏମିତି ହେଲା ଯେ ଛଳନା କରି ମୋ ଠାରୁ ଦୂରେଇ ଗଲେ। ସମ୍ପର୍କରେ କାହିଁକି ପଡିଲା ଫାଟ। ସ୍ୱାମୀ ସୁମିତଙ୍କ…

ପୁଣି ୧୫ ଦିନ ଛୁଟିରେ ଗଲେ ଡାକ୍ତର ସୁମିତ୍‌, ଘର ବାରଣ୍ଡାରେ ସେମିତି ବସିରହିଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ୍‌ ବିବାଦରେ ପ୍ରତିଦିନ ବଦଳୁଛି ମୋଡ଼। ପୁଣି ଛୁଟିରେ ଗଲେ ଡାକ୍ତର ସୁମିତ ସାହୁ। ପୂର୍ବରୁ ୨୦ ଦିନ, ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ୍‌। ଏପଟେ ସୁମିତଙ୍କ ଓକିଲ SDJMଙ୍କ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି। ଏଥିରେ ଘର…

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥମିବାର ନାଁ ନେଉଛି ସୁମିତ-ତପସ୍ୱିନୀ ବିବାଦ, ଜିଲ୍ଲାପାଳ ଦେଲେ ଏମିତି ଉପଦେଶ

ବ୍ରହ୍ମପୁର(କେନ୍ଯୁଜ୍): ଥମିବାର ନାଁ ନେଉଛି ସୁମିତ- ତପସ୍ୱିନୀ ବିବାଦ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିବାଦ ତୁଟିବାର ନାଁ ଧରୁନି। ଏପଟେ ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୁରିଛି। ତେବେ ନ୍ୟାୟ ପାଇଁ ଗତ ମାସ ୨୦ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ଏକ…

କେବେ ହେବ ସମାଧାନ? ପୁଣି ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ । ଗତକାଲି ସୁମିତଙ୍କ କୋର୍ଟ ଆଦେଶକୁ ଅବମାନନା ନେଇ ତପସ୍ୱିନୀ ଦାଖଲ କରିଥିବା ପିଟିସନର ଶୁଣାଣି ଏସଡିଜେଏମ୍‌…

ଆସିବ ନୂଆ ରାୟ: ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ ୨ ତାରିଖରୁ ଅତିଥି ଭବନରେ ଥିବା ତପସ୍ୱିନୀଙ୍କୁ ଘର ଛାଡିବାକୁ ଚିନିକଳ କର୍ତ୍ତୁପକ୍ଷ ଚିଠି ଦେଇଥିବା…

ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି। ଆଉ ତାହା ସେ CDMOଙ୍କୁ ପଠାଇଦେବାର କହିଛନ୍ତି। ସେପଟେ ସ୍ୱାମୀ ସୁମିତ୍‌ଙ୍କ…

ସରିଲା ଛୁଟି, ଫେରିବେ କି ବ୍ରହ୍ମପୁରର ଡାକ୍ତର ସୁମିତ? ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସରିଲା ଛୁଟି, ଫେରିବେ କି ସୁମିତ? କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ? ୫ ଦିନ ହେଲା ତାଙ୍କର ଖୋଜଖବର ନାହିଁ ? କେଉଁଠି ଅଛନ୍ତି କାହାକୁ ଜଣା ନାହିଁ । ଖୋଜୁଛନ୍ତି ପତ୍ନୀ ତପସ୍ୱିନୀ । ଥାନାରେ ଏତଲା ଦେବା ପରେ ଗତକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌…

କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ, ୪ଦିନ ହେଲା ମିଳୁନି ପତ୍ତା

ବ୍ରହ୍ମପୁର(କେନ୍ଯୁଜ୍): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ଚାରି ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍‌ ଛାଡି ସୁମିତ କେଉଁଆଡେ ଚାଲିଯାଇଛନ୍ତି। ଏପଟେ ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି।…