ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ ୨ ତାରିଖରୁ ଅତିଥି ଭବନରେ ଥିବା ତପସ୍ୱିନୀଙ୍କୁ ଘର ଛାଡିବାକୁ ଚିନିକଳ କର୍ତ୍ତୁପକ୍ଷ ଚିଠି ଦେଇଥିବା ଜଣାପଡିଛି।
ଏପଟେ ଦୀର୍ଘ ୧୪ ଦିନ ପରେ ମୁହଁ ଖୋଲିଛନ୍ତି ସ୍ୱାମୀ ସୁମିତ। ସେ ଏକ ଅଡିଓ ଭାଇରାଲ୍ କରି କହିଛନ୍ତି, ତପସ୍ୱିନୀ ତାଙ୍କର ଓ ତାଙ୍କ ପରିବାର ନାଁରେ ଅଯଥା ବଦନାମ କରୁଛନ୍ତି। ତପସ୍ୱିନୀ ମୋ ଜୀବନକୁ ବରବାଦ କରିଦେଲେଣି। ସେ କେଉଁଆଡେ ଫେରାର୍ ହୋଇନାହାଁନ୍ତି , ଅସୁସ୍ଥତା ଯୋଗୁ ଛୁଟିରେ ଅଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ସେ ଭଡା ଘର ଖୋଜୁଛନ୍ତି। ସେ ଉଭୟ ଶାରୀରିର ଓ ମାନସିକ ଭାବେ ଅସୁସ୍ଥ ଥିବାରୁ ଛୁଟିରେ ରହିଛନ୍ତି।
୧୦ ଦିନରୁ ଅଧିକ ଛୁଟିରେ ରହିବାରୁ ତାଙ୍କ ଦରମା ମଧ୍ୟ ମଧ୍ୟ କରାଯାଇଛି। ଅନ୍ୟପଟେ ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଦ୍ୱାରା ଦାୟର ପିଟିସନ୍ର ଶୁଣାଣି ହେବ । କୋର୍ଟଙ୍କ ନିର୍ଦ୍ଦେଶକୁ ସୁମିତ ଅବମାନନା କରିଥିବା ନେଇ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀ ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…