ନିଆଳି (କେନ୍ୟୁଜ୍) : କରୋନା ପାଇଁ ସାରା ଦେଶ ଓ ବିଶ୍ୱ ଚିନ୍ତିତ। ହେଲେ ମଦୁଆଙ୍କ ଚିନ୍ତା କେବଳ ମଦ ପାଇଁ । ମଦ ପାଇଁ ଯୁବ ପିଢ଼ି କେମିତି ବାୟା ହେଉଛନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ । ମନ୍ଦିର ନିକଟରେ ମଦ ବୋତଲ ଧରି ଟିକ୍ଟକ୍ କରିଛନ୍ତି କିଛି ଯୁବକ ।
ଏହି କରୋନା ବେଳାରେ କାହାର କେଉଁ ଚିନ୍ତା ହେଲେ ଏମାନଙ୍କ ସବୁ ଲାଜ ଶରମ ଚୁଲିକି ଗଲାଣି। ହାତରେ ମଦ ବୋତଲ ଧରି ଯୁବକମାନେ କରିଥିବା ଏହି ଏହି ଟିକ୍ଟକ୍ ଭିଡିଓଟି ଜୋରରେ ଭାଇରାଲ ହେବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳିପୁର ଫାଣ୍ତି ଅଞ୍ଚଳରେ ଥିବା ଦୁଲାଦେଈ ମନ୍ଦିର ନିକଟର ଏହି ଦୃଶ୍ୟ । ଗ୍ରାମର ଲୋକେ ଜାଣିଲା ପରେ ଏହି ଘଟଣାକୁ ବିରୋଧ ମଧ୍ୟ କରିଛନ୍ତି। ଟିକ୍ଟକ୍ ନିଶାରେ ସବୁ ଭୁଲିଗଲେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…