ରାଜ୍ୟ

ବ୍ରହ୍ମଗିରି: ସମୁଦ୍ର କୂଳରୁ ବିଶାଳକାୟ ତିମି ଉଦ୍ଧାର, ଦେଖିବା ପାଇଁ ଲୋକଙ୍କ ଭିଡ

ବ୍ରହ୍ମଗିରି(କେନ୍ଯୁଜ୍): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଫତେପୁରୁ ଗାଁ ପାଖ ସମୂଦ୍ର କୂଳରେ ଗତକାଲି ଅପରାହ୍ନରେ ଏକ ବିଶାଳକାୟ ମୃତ ତିମି ମାଛ ଲାଗିଥିଲା । ଯାହାକୁ ସ୍ଥାନୀୟ ମତ୍ସ୍ଯଜୀବୀ ଦେଖିବାକୁ ପାଇଥିଲେ । ଏହି ତିମି ମାଛଟି ପ୍ରାୟ ୨୦ ଟନ ରୁ ଉର୍ଦ୍ଧ୍ବ ହେବ । ଏହାର ଲମ୍ବ ୪୨ ଫୁଟ ଓ ଗୋଲେଇ ୨୦ଫୁଟ ବୋଲି ସ୍ଥାନୀୟ ମସ୍ୟଜୀବୀ କହିଛନ୍ତି । ଗତକାଲି ଏହି ତିମି ମାଛଟି ସମୁଦ୍ର କୂଳରେ ଲାଗିବାବେଳେ ବଞ୍ଚିଥିବା ମଧ୍ୟ କହିଛନ୍ତି ସ୍ଥାନୀୟ ଲୋକେ ।

ଆଜି ସକାଳୁ ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଏକ ଟିମ୍ ଫତେପୁରୁ ଗାଁ ନିକଟରେ ସମୂଦ୍ର କୂଳକୁ ଯାଇ ତିମି ମାଛଟିକୁ ଠାବ କରି ଫୋନ ଯୋଗେ ତିମିର ମୃତ୍ଯୁ ଖବର ସୂଚନା ଦେଇଛନ୍ତି । ଗତକାଲି ମାଛଟିତିକୁ ଉଦ୍ଧାର କରାଯାଇ ପାରିଥିଲେ ବୋଧ ହୁଏ ବଞ୍ଚି ପାରିଥାନ୍ତା ବୋଲି ଲୋକେ କହୁଛନ୍ତି। କିନ୍ତୁ ବିରାଟ କାୟ ତିମିକୁ ସମୁଦ୍ର ଭିତରକୁ ନିଆଯିବ ସମ୍ଭବ ନଥିଲା । ଯାହା ଫଳରେ ତିମି ଟିର ମୃତ୍ଯୁ ହୋଇଛି । ଆଜି ତିମି ମାଛ ଟିକୁ କୃଷ୍ଣପ୍ରସାଦ ପ୍ରାଣୀ ଚିକିତ୍ସକ ଓ ବନ ବିଭାଗ ପକ୍ଷରୁ ବ୍ୟବଚ୍ଛେଦ ପରେ ସମୁଦ୍ର କୂଳରେ ପୋତା ଯିବ ।

 

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

17 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

36 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

44 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago