Categories: ରାଜ୍ୟ

ସୁନ୍ଦରୀକୁ କାବୁ କରିବା ନେଇ ଚିନ୍ତାରେ ବନବିଭାଗ, ଆସନ୍ତାକାଲି ମଧ୍ୟପ୍ରଦେଶରୁ ଆସୁଛନ୍ତି ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ

ଅନୁଗୁଳ(କେନ୍ଯୁଜ୍) : ଏଥର ଧରା ପଡ଼ିବ କି ସୁନ୍ଦରୀ ? ବାଘୁଣୀକୁ କାବୁ କରିବାକୁ ଆସୁଛନ୍ତି ମଧ୍ୟପ୍ରଦେଶର ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ । ଆସନ୍ତାକାଲି ଏହି ଟିମ୍‌ ଆସି ସାତକୋଶିଆରେ ପହଞ୍ଚିବ । କାହ୍ନା ଓ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରୁ ଦୁଇ ଜଣିଆ ବିଶେଷଜ୍ଞ ସନ୍ଦୀପ ଅଗ୍ରଓ୍ଵାଲ ଓ ଅଖିଳେଶ ମିଶ୍ର ପହଞ୍ଚିବେ । ସେହିପରି ବାଘୁଣୀକୁ କାବୁ କରିବା ପାଇଁ ସୁନାବେଡ଼ାରୁ ଏକ ଜନ୍ତା ଆସି ପହଞ୍ଚିଛି। ବର୍ତ୍ତମାନ ବାଘୁଣୀ ବାଘମୁଣ୍ଡା ଜଙ୍ଗଲର ଅସନାବାହାଳ ଗାଁ ନିକଟରେ ରହିଥିବା ଜଣାପଡ଼ିଛି । ଆଜି ଷଷ୍ଠ ଦିନରେ ବାଘୁଣୀକୁ କାବୁ କରିବାର ସପ୍ତମ ପର୍ଯ୍ଯାୟ ଅଭିଯାନ ଆରମ୍ଭ ହେବ । ବାଘୁଣୀକୁ କାବୁ କରିବା ନେଇ ଚିନ୍ତାରେ ପଡିଛି ବନବିଭାଗ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଅଭୟାରଣ୍ୟରେ ଉଦ୍ୟମ ଜାରି ରଖିଛନ୍ତି ବିଶେଷଜ୍ଞ ଟିମ୍‌ । ବାରମ୍ବାର ଫେଲ୍‌ ମାରୁଛି ମିଶନ୍‌ ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

6 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

41 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago