ରାଜ୍ୟ

ସିଭିଲ୍‌ ସର୍ଭିସ ପରୀକ୍ଷାରେ ଓଡ଼ିଶାର କୃତିତ୍ୱ, ଭିନ୍ନ ଭିନ୍ନ ର‍୍ୟାଙ୍କ୍‌ ରେ ୧୮ ଜଣ

କେନ୍ୟୁଜ(ବ୍ୟୁରୋ) : ସଦ୍ୟ ପ୍ରକାଶ ପାଇଥିବା ସିଭଲ ସର୍ଭିସ ପରୀକ୍ଷା-୨୦୨୨ ରେ ଦେଶରେ ମୋଟ ୯୩୩ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ସେଥିମଧ୍ୟରୁ ଓଡିଶାରୁ ୧୮ ଜଣ ପରୀକ୍ଷାରେ ସଫଳ ହୋଇଥିବା ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପକ୍ଷରୁ ଜଣାପଡିଛି । ୟୁପିଏସସିପ ରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କର ର‍୍ୟାଙ୍କ ଅନୁଯାୟୀ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଏବଂ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ A ଓ ଗ୍ରୁପ B ରେ ନିଯୁକ୍ତି ନେବେ ।

ଅଲ୍‌ ଇଣ୍ଡିଆ ର‍୍ୟାଙ୍କ୍‌ ରେ ୩୮ ସ୍ଥାନରେ ରହିଥିବା ଅନୁପ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ତାଙ୍କ ତଳକୁ ଓଡ଼ିଶାରୁ ପ୍ରଣିତା ଦାସ ଓ କସ୍ତୁରୀ ପଣ୍ଡା ଯଥାକ୍ରମେ ଅଲ ଇଣ୍ଡିଆ ର‍୍ୟାଙ୍କ୍‌ ୪୨ ଓ ୬୭ ରେ ଅଛନ୍ତି ।

ନିମ୍ନରେ ସିଭଲ ସର୍ଭିସ ପରୀକ୍ଷାରେ ଓଡ଼ିଶାରୁ ସଫଳ ହୋଇଥିବା ୧୮ ଜଣଙ୍କ ଅଲ୍‌ ଇଣ୍ଡିଆ ର‍୍ୟାଙ୍କ୍‌ ସହ ତାଲିକା ଦିଆଗଲା :

• ଅନୁପ ଦାସ (୩୮)
• ପ୍ରଣିତା ଦାଶ (୪୨)
• କସ୍ତୁରୀ ପଣ୍ଡା (୬୭)
• ସୌମ୍ୟ ରଂଜନ ଦାଶ (୧୩୬)
• ସୋନାଲୀ ମିଶା (୧୪୦)
• ଦୁର୍ଗା ପ୍ରସାଦ ଅଧିକାରୀ (୧୬୨)
• ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ (୧୭୬)
• ଶୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ (୨୪୮)
• ଅକ୍ରିତୀ ସେଠୀ (୨୪୯)
• ସତ୍ୟ ପ୍ରକାଶ ମିଶ୍ର (୨୬୧)
• ଆୟୁଷୀ ପ୍ରଧାନ (୩୩୪)
• ତେଜସ୍ୱିନୀ ବେହେରା (୫୧୬)
• ରାକେଶ କୁମାର ସାହୁ (୫୭୫)
• ଶୁଭସ୍ନିଗ୍ଧା ସେଠୀ (୬୮୦)
• ଶୁଭମ୍‌ ମିଶ୍ର (୬୮୮)
• ନିବେଦିତା ଦାସ (୮୪୮)
• ମାନସ ଜ୍ୟୋତି ଦାସ (୮୮୧)
• ହରେ କ୍ରୀଷ୍ଣ ମେହେର (୯୩୧)

Niharanjan

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

7 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

49 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago