କଟକ(କେନ୍ୟୁଜ୍): ଭିଜାଲନ୍ସ ଜାଲରେ ଫସିଲେ SI। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SI ଜନ୍ମେଞ୍ଜୟ ମଲ୍ଲିକଙ୍କ ଘରେ ରେଡ୍ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ। ଜନ୍ମେଞ୍ଜୟଙ୍କ ତୁଳସୀପୁର ଓ ଚହଟାସ୍ଥିତ ଘରେ ଚଢାଉ ଜାରି ରହିଛି। ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନ ଓ କଟକ ସ୍ଥିିତ ଅଫିସରେ ମଧ୍ୟ ରେଡ୍ ହୋଇଛି। ଭିଜିଲାନ୍ସର ଏକ ୫ଜଣିଆ ଟିମ୍ ପକ୍ଷରୁ ଏହି ରେଡ୍ କରାଯାଉଛି। ପଟ୍ଟାମୁଣ୍ଡାଇ ଅଣ୍ଡରା ସ୍ଥିତ ବାସଭବନରୁ ସୁନା, ଅଳଙ୍କାର ସହ ନଗଦ ଟଙ୍କା , ଏକ ମୋଟର ସାଇକେଲ୍ ଓ ପୁଅ ନାଁରେ ଥିବା ବସ୍କୁ ଜବତ କରାଯାଇଛି। କଟକ ହେଡ଼୍ ଅଫିସରେ କାର୍ଯ୍ୟରତ ଅଛନ୍ତି ଜନ୍ମେଞ୍ଜୟ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…