ଭୁବନେଶ୍ବର(କେନ୍ୟୁଜ୍): ସେକେଣ୍ଡ ସଟର ଡେ’ରେ ଆରଟିଓ ୱାନ ଅଫିସ ବନ୍ଦ ନେଇ ପୋଷ୍ଟର ମରାରୁ ଉତ୍ତେଜନା। ଭୁବନେଶ୍ୱର ଆଚାଯ୍ୟର୍ବିହାର ଠାରେ ଥିବା ଆରଟିଓ ୱାନ ଅଫିସ ଆଜି ବନ୍ଦ ପାଇଁ ସିକ୍ୟୁରିଟି ଗାର୍ଡ ପୋଷ୍ଟର ଲଗାଇଥିଲେ। ଏହାକୁ ବିରୋଧ କରିଥିଲେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିଥିବା ଲୋକେ। ଦେଶର ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ଛୁଟି ଦିନରେ ମଧ୍ୟ ଆରଟିଓର ସମସ୍ତ କାର୍ଯ୍ୟ ହେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ କାହିଁକି ଓ କେଉଁ କାରଣରୁ ଅଫିସ ବନ୍ଦ ହେଲା ତାକୁ ନେଇ ଅପେକ୍ଷାରତ ଲୋକେ ପାଟିତୁଣ୍ଡ କରିଥିଲେ। ତେବେ କିଛି ସମୟ ସମୟ ପରେ ଆରଟିଓ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…