ଭୁବନେଶ୍ୱର: ପ୍ରତିଦିନ ଆମ ଚାରିପାଖରେ ଘଟଣା ଦୁର୍ଘଟଣାମାନ ଘଟିଥାଏ । ଅକାଳରେ ଚାଲିଯାଏ ଅନେକ ଜୀବନ । ତେବେ ବର୍ତ୍ତମାନ ଏମିତି କିଛି ଖବର ଆସି ପହଁଚିଛି ଯେଉଁଠି ଜଣେ ଯୁବକ ଭରା ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ବନ୍ଯା ପାଇଁ ଏବେ ସବୁ ନଦୀରେ ଭରପୂର ଜଳ ପ୍ରବାହିତ ହେଉଛି ।
ଏଭଳି ପରିସ୍ଥିତିରେ ଦୟାନଦୀକୁ ଡେଇଁଛନ୍ତି ଜଣେ ଯୁବକ । ଭୁବନେଶ୍ୱର ଧଉଳିଠାରେ ଦୟାନଦୀକୁ ଡେଇଁଥିବା ନେଇ ଜଣାପଡିଛି । ପ୍ରେମିକା ସହ ଝଗଡ଼ା ପରେ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…