ରାଜ୍ୟ

ସୁନ୍ଦରଗଡ ବଡଗାଓଁ ଗ୍ରାମରେ ଅସ୍ଥାୟୀ ଶିବିରରେ ରହୁଥିବାବେଳେ ଯୁବକଙ୍କ ଆତ୍ମହତ୍ୟା

ବଣାଇ : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଳକ୍ ଅନ୍ତର୍ଗତ ବଡଗାଓଁ ଗ୍ରାମର ଆନନ୍ଦ ଲାକ୍ରା ନାମକ ଜଣେ ଯୁବକ ଗୁରୁଣ୍ଡିଆ ଅସ୍ଥାୟୀ ଶିବିରରେ ରହୁଥିବାବେଳେ ଗତକାଲି ଏକ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣଙ୍କ ହିମାଚଳ ପ୍ରଦେଶରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଳେ । ଫେବ୍ରୁଆରୀ ୧୨ରେ ସେ ଟ୍ରେନ୍ ଓ ବସ୍ ଯୋଗେ ଗାଁକୁ ଫେରିଥିଲେ । ତେବେ ଘରେ ପହଁଚିବାପରେ ତାଙ୍କୁ ଜ୍ବର ହୋଇଥିଲା । ଏହାପରେ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା ହେବାକୁ ଯାଇଥିଲେ । ସେଠାରେ ଫେରିବା ପରେ ତାଙ୍କୁ ଅସ୍ଥାୟୀ ଶିବିରରେ ରହିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଗତକାଲି ତାଙ୍କର ମୃତଦେହ ଉକ୍ତ ଶିବିରରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଗୁରୁଣ୍ଡିଆ ବିଡିଓ, ତହସିଲଦାର,ଏସଡିପିଓ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।

Sonalisa

Recent Posts

ଆଖିର ଲୁହକୁ ଓଠ ତଳେ ଚାପି ରଖି ମୁଖ୍ୟମନ୍ତ୍ରୀଙ୍କୁ ଝୁରୁଛନ୍ତି ସର ନାନୀ

ଝରକା ପାଖରେ ରହି ବାହାରକୁ ଚାହିଁ ଚୁପଚାପ କଣ କିଛି ଚିନ୍ତା କରୁଥିଲେ ସର ନାନୀ l ସର ନାନୀ…

33 seconds ago

ମୁମ୍ବାଇ: ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ, ୯ ଆହତ

ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି ।…

9 mins ago

ପଶ୍ଚିମବଙ୍ଗ : ବିଜେପି କାର୍ଯ୍ୟାଳୟ ଏବଂ ବିଧାୟକ ଅଫିସ ଉପରେ ଆକ୍ରମଣ, ପଥର ମାଡ ସହିତ ଭଙ୍ଗାରୁଜା

ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦୁର୍ଗାପୁର ଏବଂ ବର୍ଦ୍ଧମାନରେ…

18 mins ago

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ବିଧାନସଭା ଗଠନ ନେଇ ଅବଗତ କରାଇଲେ

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ବିଧାନସଭା ଗଠନ ନେଇ ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଅବଗତ…

25 mins ago

ନିଟ୍‌ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପ୍‌ କଲେ ଇଶା, ଡାକ୍ତର ହେବା ପାଇଁ ରଖିଛନ୍ତି ଲକ୍ଷ୍ୟ

କୁହାଯାଏ ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ଆପେ ଆପେ ମିଳେ । କଠିନ ପରିଶ୍ରମ କରି ସଫଳତା ପାଆନ୍ତି…

41 mins ago

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ବୁଢ଼ା ବାପାର ଜୀବନ

ସୋର : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ନିଜ ସତ୍ୟବାନଙ୍କର ମଙ୍ଗଳ କାମନା କରି ପୂଜା କରୁଛନ୍ତି…

42 mins ago