allahabad high court

ହାଇକୋର୍ଟରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସକୁ ପ୍ରାୟ ୨ ଲକ୍ଷ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆଲାହବାଦ ହାଇକୋର୍ଟ ତରଫରୁ ନୋଟିଫିକେସନ ଜାରି ହୋଇଛି । ନୋଟିସ ଅନୁଯାୟୀ ଏଠାରେ ୮୩ ପଦବୀରେ…

2 months ago

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପୂଜା ଅନୁମତି କାଏମ, ମୁସଲିମ ପକ୍ଷଙ୍କ ଆବେଦନ ଖାରଜ

ବ୍ୟାସଙ୍କ ତହଖାନାରେ ପୂଜାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଦାଲତ ମାମଲାର ଶୁଣାଣି କରିବା ପରେ ମୁସଲିମ ପକ୍ଷକୁ ଶକ୍ତ ଝଟ୍କା ଲାଗିଛି…

4 months ago

ଚାକିରି ନାହିଁ ତ ମୂଲ ଲାଗି ସ୍ତ୍ରୀକୁ ଭରଣପୋଷଣ ଦେବାକୁ ବାଧ୍ୟ ସ୍ୱାମୀ, ହାଇକୋର୍ଟଙ୍କ ନିଷ୍ପତ୍ତି

ରୋଜଗାର ନଥିବା ଆଳ ଦେଖାଇ ପତ୍ନୀକୁ ଭରଣ ପୋଷଣ ଦାୟିତ୍ବରୁ ଆଉ ଖସି ଯାଇପାରିବେ ନାହିଁ ସ୍ବାମୀ । ଚାକିରି ନଥିଲେ ବି ଯେଉଁଠି ହେଉ ମୂଲ…

5 months ago

ହାଇକୋର୍ଟରେ ବମ୍ପର ଭର୍ତ୍ତି, ମାସକୁ ଦରମା ପାଖାପାଖି ୨ ଲକ୍ଷ ଟଙ୍କା

ଓକିଲାତି ପାଠ ପଢିଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣ ଆଲାହାବାଦ ହାଇକୋର୍ଟରେ ଆବେଦନ କରିପାରିବେ । ଏଠାରେ…

5 months ago

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଶାହି ଇଦ୍‌ଗାହର ହେବ ନାହିଁ ସର୍ଭେ, ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷଙ୍କୁ ସୁପ୍ରିମ୍‌କୋର୍ଟଙ୍କଠାରୁ ଝଟ୍‌କା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଛନ୍ତି, ଯେଉଁଥିରେ…

5 months ago

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ଆଦେଶ, ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ

ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ମଞ୍ଜୁରୀ ପ୍ରଦାନ…

6 months ago

ଶାହରୁଖ, ଅକ୍ଷୟ ଏବଂ ଅଜୟ ଦେବଗନଙ୍କୁ ହାଇକୋର୍ଟଙ୍କ ନୋଟିସ, ପାନ ମସାଲା ବିଜ୍ଞାପନ କରିବା ପଡିଲା ମହଙ୍ଗା

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ପୀଠ ଦ୍ୱାରା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ପାନ୍ ମସାଲା…

7 months ago

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି, ଆଲାହାବାଦ ହାଇକୋର୍ଟରୁ ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ…

9 months ago

ପ୍ରେମ ସମ୍ପର୍କରୁ ଦୀର୍ଘଦିନ ଧରି ଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଏପରି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ : ଲଭ୍‌ ଆଫେୟାର୍ସ ବା ପ୍ରେମ ସମ୍ପର୍କରୁ ସୃଷ୍ଟି ଶାରୀରିକ ସମ୍ବନ୍ଧ ଦୀର୍ଘ ସମୟ ଧରି ଥିଲେ ଏହା ରେପ୍‌ ବା ଦୁଷ୍କର୍ମ ନୁହେଁ ,…

9 months ago

ଆହ୍ଲାବାଦ ହାଇକୋର୍ଟଙ୍କ ସବୁଜ ସଙ୍କେତ: ଜ୍ଞାନବ୍ୟାପୀ ପରିସରରେ ହେବ ASI ସର୍ଭେ; ସୁପ୍ରିମ୍‌କୋର୍ଟ ଯିବେ ମୁସ୍‌ଲିମ ପକ୍ଷ

ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହାକୁ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ପ୍ରତ୍ନତାତ୍ତ୍ୱିକ…

11 months ago

‘ନର୍କରେ ସଢ଼ିଥାଏ ଗାଈର ହତ୍ୟାକାରୀ’! ଆହ୍ଲାବାଦ ହାଇକୋର୍ଟଙ୍କ ମୁସଲମାନ ଜଜ୍‌ କହିଲେ, ଗୋ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଅ

ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ୍ ଶମିନ୍ ଅହମ୍ମଦ ଗୋ ହତ୍ୟାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ ହିନ୍ଦୁ ଧର୍ମର ଗ୍ରନ୍ଥଗୁଡ଼ିକୁ ଦର୍ଶାଇ କହିଛନ୍ତି…

1 year ago

ଲିଭ ଇନ୍‌ ରିଲେସନସିପ୍‌କୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ , ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକାକୀ ରହିବା କଠିନ ହୋଇଥାଏ : ଏହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ଲିଭ-ଇନ ରିଲେସନସିପରେ ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ଭାରତୀୟ ସମାଜ ଏହି ସମ୍ପର୍କକୁ ସ୍ୱୀକାର କରେ ନାହିଁ…

1 year ago