cm yogi adityanath

ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ସମ୍ଭାଳିଲେ ଟ୍ରାଫିକ ବ୍ୟବସ୍ଥା, ମାଇକ ଯୋଗେ ହଟାଇଲେ ଜାମ୍‌

କେନ୍ଦ୍ର ରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ଲୋକସଭା ସିଟର ବିଜେପି ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ଏହି ସମୟର…

2 months ago

ରାମନବମୀରେ ୨୪ ଘଣ୍ଟା ହେବ ରାମଲାଲାଙ୍କ ଦର୍ଶନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏ ନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ…

3 months ago

‘ଡାଏଲ୍‌ ୧୧୨’କୁ ଆସିଲା ପିଏମ୍‌ ମୋଦି ଓ ସିଏମ୍‌ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ଜେଲ୍‌ ଗଲେ ଅଭିଯୁକ୍ତ

ୟୁପିର ଲଖିମପୁର ଖେରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୋଲିସ ଏହି ମାମଲାରେ ଧମକ ଦେଇଥିବା…

3 months ago

ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍‌ ଭିଡିଓ ଭାଇରଲ ; ଥାନାରେ ମାମଲା, ଫେସବୁକ ମୁଖ୍ୟାଳୟକୁ ତଥ୍ୟ ମାଗିଛି ପୋଲିସ

ଡିପଫେକର ଶିକାର ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର କରାଯାଇଛି । ଏହି ଡିପଫେକ ଭିଡିଓରେ…

4 months ago

ୟୁପି ପୋଲିସ ପରୀକ୍ଷା ବାତିଲ, ୬ ମାସ ପରେ ପୁନଃ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅନେକ ବିବାଦ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହେଉଥିବା ପୋଲିସ ପରୀକ୍ଷା ବାତିଲ୍ ହେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି…

4 months ago

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ…

5 months ago

ବଢିଆ ଉପାୟ : ଅବୈଧ ନିର୍ମାଣ ଭାଙ୍ଗିବା ରୋକିବା ପାଇଁ ଗଢିଲେ ରାମ ମନ୍ଦିର, ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ ରଖିଲେ ମୋଦି ଏବଂ ଯୋଗୀଙ୍କ ମୂର୍ତ୍ତି

ଅବୈଧ ନିର୍ମାଣ ଭାଙ୍ଗିବାରୁ ବଞ୍ଚାଇବାକୁ ଏକ ମନ୍ଦିର ନିର୍ମାଣ କରିଛନ୍ତି ଗୁଜରାଟର ଅଙ୍କଲେଶ୍ୱର ଜିଲ୍ଲାର ଜଣେ ବ୍ୟକ୍ତି । ମୋହନଲାଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅବୈଧ…

5 months ago

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ; କହିଲେ, ‘ଯେଉଁଠି ତିଆରି ହୋଇଛି ମନ୍ଦିର, ସେଠି ନିର୍ମାଣ ହେବାର ନିଆଯାଇଥିଲା ସଂକଳ୍ପ’

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ମନ୍ଦିର ପରିସରରେ ପ୍ରାଣ ପ୍ରତିଷ୍ଠା ପରେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ…

5 months ago

ରାମ ମନ୍ଦିର ଏବଂ ଯୋଗୀଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ୨ ଜଣଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ମାରିବା ପାଇଁ…

6 months ago

ସ୍କୁଲ ବସ୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୪ ପିଲା ମୃତ, ୧୫ ଆହତ

ଉତ୍ତରପ୍ରଦେଶ ବଦାୟୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ୍‌ ଏବଂ ସ୍କୁଲ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହେବା ଫଳରେ ୪ ଜଣ ପିଲାଙ୍କ…

8 months ago

ବାରଣାସୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତର ପ୍ରଦେଶର ବାରଣାସୀରେ ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି…

9 months ago

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜୈନରେ ବାବା ମହାକାଳଙ୍କୁ କଲେ ଦର୍ଶନ, ୩୦ ମିନିଟ୍‌ ଧରି କଲେ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ବାବା ମହାକାଳଙ୍କୁ ଅଭିଷେକ କରି ରୁଦ୍ରାକ୍ଷ ଏବଂ ମଖାନାର ମାଳା…

10 months ago