Browsing Tag

cm yogi adityanath

ଯୋଗୀ ସରକାରଙ୍କ ନୂଆ ନିୟମ, ଜମି ପଞ୍ଜୀକରଣ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘର, ଦୋକାନ କିମ୍ବା ଜମି ପଞ୍ଜୀକରଣ ପୂର୍ବ ଅପେକ୍ଷା ବର୍ତ୍ତମାନ କଠୋର ହୋଇଯାଇଛି । ଆର୍ଥିକ ଅପରାଧ ରୋକିବା ଏବଂ ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ PANକୁ ସମ୍ପତ୍ତି କାରବାର ସହିତ ସଂଯୋଗ କରିବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଏହି ନିର୍ଦ୍ଦେଶ ଜାରି…

ବିବାଦରେ ମନୋଜ ବାଜପେୟୀଙ୍କ ଫିଲ୍ମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗରେ ମାମଲା ରୁଜୁ

ଉତ୍ତରପ୍ରଦେଶ : ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR । ମନୋଜ ବାଜପେୟୀଙ୍କ ଫିଲ୍ମ 'ଘୁସଖୋର ପଣ୍ଡତ' ବିରୋଧରେ FIR । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ କଡ଼ା ଆଭିମୁଖ୍ୟ । ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ 'ଘୁସଖୋର ପଣ୍ଡତ'କୁ ନେଇ ବିବାଦ ତେଜିବାରେ ଲାଗିଛି…

ଯୋଗୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୟୁପିରେ ଚାଇନିଜ ମାଞ୍ଜା ବ୍ୟାନ୍, ମୃତ୍ୟୁ ହେଲେ ହତ୍ୟା ମକଦ୍ଦମା ରୁଜୁ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶରେ ଚାଇନିଜ୍ ମାଞ୍ଜା ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରମ୍ବାର ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଉତ୍ତର ପ୍ରଦେଶରେ ଚାଇନିଜ୍ ସୂତା ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଚାଇନିଜ୍…

ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୬୮ ହଜାର କର୍ମଚାରୀଙ୍କ ଦରମା ବନ୍ଦ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମ୍ପତ୍ତି ବିବରଣୀ ପ୍ରଦାନ କରିବାରେ ବିଫଳ ଯୋଗୁଁ ରାଜ୍ୟ ସରକାର ୬୮,୨୩୬ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି । ଉତ୍ତରପ୍ରଦେଶର ୬୬,୨୩୬…

ଅଯୋଧ୍ୟା ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ କ୍ୟାବିନେଟର ମଞ୍ଜୁରୀ, ୫୨ ଏକର ଜାଗାରେ ହେବ ନିର୍ମାଣ କାର୍ଯ୍ୟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ନିଷ୍ପତ୍ତି କ୍ୟାବିନେଟ୍ ବୈଠକରେ ନିଆଯାଇଥିଲା । ମନ୍ଦିର ସଂଗ୍ରାହଳୟ ୫୨ ଏକର ଜାଗାରେ ନିର୍ମାଣ କରାଯିବ । ଏହା ବ୍ୟତୀତ ମନ୍ଦିର ସଂଗ୍ରାହଳୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୟୁପିର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ କରାଯିବ ବାଧ୍ୟତାମୂଳକ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ସ୍କୁଲଗୁଡ଼ିକରେ "ବନ୍ଦେ ମାତରମ୍" ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ…

ରାଜ୍ୟରେ ହେବନି ଜାତିଭିତ୍ତିକ ରାଲି ଓ ପ୍ରଚାର, ଆହ୍ଲାବାଦ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଜାତିଭିତ୍ତିକ ରାଲି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ନିଷିଦ୍ଧ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ପୋଲିସ ଏଫଆଇଆର, ଗିରଫଦାରୀ ମେମୋ, ସାର୍ବଜନୀନ ସ୍ଥାନ ଏବଂ ସରକାରୀ ଦଲିଲରେ ଆଉ ଜାତି ଉଲ୍ଲେଖ କରାଯିବ ନାହିଁ ।  ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ଦୀପକ…

ନେପାଳରେ ଫସିଥିବା ଭାରତୀୟଙ୍କ ପାଇଁ ଯୋଗୀ ଜାରି କଲେ ହେଲ୍ପଲାଇନ ନଂ, ୪ ଜିଲ୍ଲାରେ ହାଇ ଆଲର୍ଟ

ଉତ୍ତରପ୍ରଦେଶ : ଗତ ଦୁଇଦିନ ହେଲାଣି ନେପାଳ ସ୍ଥିତି ବିଗିଡିବାରେ ଲାଗିଛି । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ନେପାଳରେ ଅସ୍ଥିରତାର ପ୍ରଭାବ ଉତ୍ତରପ୍ରଦେଶ…

ଖେଳ ପରେ ଶିକ୍ଷା କ୍ଷେତ୍ରରେ କାମ କରିବେ ରିଙ୍କୁ ସିଂହ, ଯୋଗୀ ସରକାର ଦେଲେ ଶିକ୍ଷା ବିଭାଗରେ ଚାକିରି

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛୋଟ ଉପହାର ଦେଇଛନ୍ତି । ଖେଳଜଗତରେ ଅନେକ ଉପଲବ୍ଧି ପାଇଁ ଖେଳ କୋଟାରୁ ବେସିକ ଶିକ୍ଷକ ଅଧିକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେ ତାଙ୍କର ଛୋଟ କ୍ୟାରିୟରରେ ବହୁତ ପରିଚୟ ହାସଲ…

୫୩ ତମ ଜନ୍ମଦିନ ପାଳନ କରୁଛନ୍ତି ଯୋଗୀ ଆଦିତ୍ୟନାଥ, ସୋସିଆଲ ମିଡିଆରେ ମିଳୁଛି ଜନ୍ମଦିନର ଶୁଭେଚ୍ଛା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜର ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନରେ ତାଙ୍କୁ ସୋସିଆଲ ମିଡିଆରେ…

ଅଯୋଧ୍ୟା: ପରିବାର ସହିତ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଝଲକ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ବିରାଜିଲେ ପ୍ରଭୁ ଶ୍ରୀରାମ । ପରିବାର ସହିତ ରାମଦରବାରରେ ବିରାଜିଛନ୍ତି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ବସିଛି । ଶ୍ରୀରାମଙ୍କ ପାଖରେ ମାତା ସୀତା, ପ୍ରଭୁ ଲକ୍ଷ୍ମଣ, ହନୁମାନ, ଭାଇ ଭରତ ଏବଂ ଶତ୍ରୁଘ୍ନ ଉପସ୍ଥିତ…

ପୋପ ଫ୍ରାନ୍ସିସଙ୍କ ବିୟୋଗରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଗାମୀ ୩ ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ କଲେ…

ରୋମାନ କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ଗତକାଲି ହୋଇଛି । ଯାହାକୁ ନେଇ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ୟୁପିରେ ମଧ୍ୟ ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ କରିଛନ୍ତି । ୮୮ ବର୍ଷ ବୟସରେ ପୋପ୍…