Browsing Tag

cm yogi adityanath

ନଦୀରେ ଓଲଟିଲା ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଟ୍ରାକ୍ଟର ଡାଲା: ୨ ପିଲାଙ୍କ ସମେତ ୮ ମୃତ, ଅନେକ ନିଖୋଜ

ଉତ୍ତର ପ୍ରଦେଶ ସହାରନପୁରରେ ଭୟଙ୍କର ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରଦ୍ଧାଳୁ ଭର୍ତ୍ତି ହୋଇଥିବା ଟ୍ରାକ୍ଟର ଡାଲା ନଦୀରେ ଓଲଟି ପଡିବାରୁ ୨ ପିଲାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ରଜନୀକାନ୍ତ, ଗାଡ଼ିରୁ ଓହ୍ଲାଇ ଛୁଇଁଲେ ପାଦ, ଦେଖନ୍ତୁ Video

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ୟୁପିର ଲକ୍ଷ୍ନୌରେ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ପହଞ୍ଚିଥିଲେ ‘ଥଲାଇଭି’। ବର୍ତ୍ତମାନ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଯେବେଠାରୁ ଏହା ରିଲିଜ୍‌…

ବୃନ୍ଦାବନ ବାଙ୍କେବିହାରୀ ମନ୍ଦିର ନିକଟରେ ଭୁଶୁଡିଲା ପରିତ୍ୟକ୍ତ ଘରର ବାଲକୋନୀ, ୫ ଶ୍ରଦ୍ଧାଳୁ ମୃତ: ସହାୟତା ରାଶି…

ଉତ୍ତର ପ୍ରଦେଶର ବୃନ୍ଦାବନରେ ବାଙ୍କେବିହାରୀ ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ଘରର ବାଲକୋନୀ ଭୁଶୁଡି ପଡିବାରୁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣାରେ ମୃତକ ପରିବାରକୁ ୪ ଲକ୍ଷ ଟଙ୍କା…

ପ୍ରୟାଗରାଜରେ ସିଏମ୍‌ ଯୋଗୀ ହସ୍ତାନ୍ତର କଲେ ୭୬ ଫ୍ଲାଟ୍‌ର ଚାବି, ନିହତ ଅତିକ୍‌ ଅହମ୍ମଦଙ୍କଠାରୁ ଜବତ ଜମିରେ ନିର୍ମାଣ…

ପ୍ରୟାଗରାଜରେ ସିଏମ୍‌ ଯୋଗୀ ଆଦିତ୍ୟନାଥ ୭୬ ଫ୍ଲାଟର ଚାବି ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ସିଏମ୍ ଯୋଗୀ ଶୁକ୍ରବାର ସକାଳେ ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରଥମେ ସେ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କଠାରୁ ଜବତ ହୋଇଥିବା ଜମିରେ ନିର୍ମିତ ଫ୍ଲାଟକୁ ନିରୀକ୍ଷଣ କରିଥିଲେ। ଏହାପରେ…

ଲକ୍ଷ୍ନୌ ଗୁଳିକାଣ୍ଡ: ଆହତ କୁନି ଝିଅକୁ ହସ୍ପିଟାଲରେ ଭେଟିଲେ ସିଏମ୍‌ ଯୋଗୀ, ହାତରେ ଦେଲେ ଚକୋଲେଟ୍‌

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ଏହି ସମୟରେ ସିଏମ ଯୋଗୀ ଲକ୍ଷ୍ନୌ କୋର୍ଟରେ ଘଟିଥିବା ଗୁଳିକାଣ୍ଡରେ ଆହତ କନଷ୍ଟେବଳ ଏବଂ ମା’, ଝିଅଙ୍କୁ ଭେଟିଥିଲେ। ସିଏମ୍‌ ଆହତମାନଙ୍କ ଅବସ୍ଥା…

ଉତ୍ତରପ୍ରଦେଶ ଗଙ୍ଗା ଘାଟରେ ଓଲଟିଲା ଡଙ୍ଗା: ୪ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶର ବାଲିୟା ଗଙ୍ଗା ଘାଟରେ ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ରହିଥିଲେ । ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଓଲଟିବା ପରେ କିଛି ଲୋକଙ୍କୁ ବାହାର କରାଯାଇଛି । ଅନେକ ମହିଳା ନଦୀ ସ୍ରୋତରେ…

ଅତିକ୍‌ଙ୍କ ହତ୍ୟା ପରେ ପ୍ରୟାଗରାଜରେ ପ୍ରଥମ ଥର ଗର୍ଜିଲେ ଯୋଗୀ ଆଦିତ୍ୟନାଥ, କହିଲେ, ‘ସମସ୍ତଙ୍କ ହିସାବ ବରାବର’

ଉତ୍ତର ପ୍ରଦେଶରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାରର ଆଜି ରହିଛି ଶେଷ ଦିନ। ଶେଷ ଦିନରେ ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ପହଞ୍ଚିଥିଲେ। ଅତିକ୍‌ ଅହମ୍ମଦଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଏଠାରେ ପହଞ୍ଚି ଖୁବ୍‌…

ପ୍ରେମିକା ବାପାଙ୍କୁ ଫସାଇବାକୁ ଚାହୁଁଥିଲା ଯୁବକ, ମୋବାଇଲ୍‌ ଚୋରି କରି ସିଏମ୍‌ ଯୋଗୀଙ୍କୁ ଦେଇଥିଲା ହତ୍ୟା ଧମକ;…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ମାମଲାରେ କାନପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ବାବୁ ପୁରୱା ଅଞ୍ଚଳରୁ ଅମିନ ନାମକ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ୧୧୨ରେ ମେସେଜ୍ କରି ସିଏମ୍ ଯୋଗୀଙ୍କୁ ଜୀବନରୁ ମାରିଦେବାର ଧମକ…

ରାଜ୍ୟରେ ସୁଧୁରିଛି ଆଇନ ବ୍ୟବସ୍ଥା, ମାଫିଆ ଆଉ ଧମକ ଦେବାକୁ ସାହସ କରିବେନି : ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଗୋଟିଏ ପରେ ଗୋଟିଏ ଅପରାଧୀଙ୍କୁ ଊଚିତ୍‌ ଦଣ୍ଡ ମିଳୁଛି । ଅପରାଧୀଙ୍କୁ ଏନକାଉଣ୍ଟର ଓ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଆଇନ ବ୍ୟବସ୍ଥା ସୁଧୁରିଛି । ଫଳରେ ୟୁପିରେ ଲୋକେ ଏବେ ଅପରାଧ କରିବାକୁ ଡରୁଛନ୍ତି । ରାଜ୍ୟ ସ୍ଥିତିକୁ ନେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ…

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ, ଫେସ୍‌ବୁକରେ ମେସେଜ୍‌ ପୋଷ୍ଟ କରି ଯୁବକ ଗିରଫ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ହତ୍ୟା ଧମକ। ସିଏମ୍‌ ଯୋଗୀଙ୍କୁ ଗୁଳି ମାରିଦେବା ନେଇ ଯୁବକ ଦେଇଛନ୍ତି ଧମକ। ଅମନ ରାଜା ନାମକ ଯୁବକ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଅମନ…

ହୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ବଡ଼ ଭେଟି! EV କ୍ରୟ ଉପରେ ୩ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ

ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ତିନି ବର୍ଷ ପାଇଁ ବୈଦ୍ୟୁତିକ ଯାନ କ୍ରୟ ଉପରେ ସଡକ ଟିକସ ଏବଂ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହି ତିନି ବର୍ଷ…

ମାଫିଆଙ୍କୁ ମାଟିରେ ମିଶାଇ ଦେବି, ବିଧାନସଭାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ : ୨୦୦୫ ମସିହାରେ ବିଏସପି ଏମଏଲଏ ହତ୍ୟାର ମୁଖ୍ୟ ସାକ୍ଷୀଙ୍କ ହତ୍ୟା ନେଇ ଆଜି ବିଧାନସଭାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତର ପ୍ରଦେଶ ମାଟିରେ ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀ ଯୋଗୀ । ଉମେଶ ପାଲ୍‌ଙ୍କୁ ହତ୍ୟା କରାଯିବା ପରେ…