Coronavirus

କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି, ମାରାତ୍ମକ ରୂପ ନେଉଛି ଓମିକ୍ରନର ସବ ଭାରିଆଣ୍ଟ BF.7

ପୁଣି କାୟା ମେଲାଉଛି କରୋନା । ଓମିକ୍ରନର ସବ୍-ଭାରିଆଣ୍ଟ BF.7 ମାରାତ୍ମକ ହେଉଛି । ଚୀନ୍ରୁ ନେଇ ଜାପାନ, ଆମେରିକା କେସ୍ ଭୟଙ୍କର ଭାବରେ ମାଡୁଛି ।…

2 years ago

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ…

2 years ago

ଚତୁର୍ଥ ଲହର ପାଇଁ କେନ୍ଦ୍ରର ଚିନ୍ତା: ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ରର କରୋନା ଚିନ୍ତା । କରୋନା ସତର୍କତା ନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ…

2 years ago

ବଢ଼ୁଛି ସଂକ୍ରମଣ: ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…

2 years ago

୨୪ ଘଣ୍ଟାରେ ୬୭ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୨ ଜଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…

2 years ago

୨୪ ଘଣ୍ଟାରେ ୧୩୧ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…

2 years ago

ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବେ ୫୦୦ ଟଙ୍କା ଜରିମାନା

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାକୁ କିଏ ନ ମାନେ ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ।…

2 years ago

ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ…

2 years ago

କରୋନା ଭାଇରସ ୪ ର୍ଥ ଲହରୀ: କରୋନାର ଖତରନାକ ଭାରିଆଣ୍ଟ ଓମିକ୍ରନ୍ ପୁଣିଥରେ ବଦଳାଇଲା ରୂପ, ଜାଣନ୍ତୁ ଭାରତ ପାଇଁ କେତେ ବିପଦପୂର୍ଣ୍ଣ

Covid-19 Omicron ସବ-ଭାରିଆଣ୍ଟ BA.2.75 ଭାରତରେ ଦେଖା ଯାଇଛି। ବର୍ତ୍ତମାନ ପୁଣି ଥରେ ଅଧିକ ମାତ୍ରାରେ କରୋନାଭାଇରସ୍ ବଢ଼ିବାରେ ଲାଗିଛି। ତେବେ ଏହି ମହାମାରୀ ହେବାର ଆଶଙ୍କା…

2 years ago

କରଣଙ୍କ ଜନ୍ମଦିନ ପାର୍ଟିରେ କରୋନା ବିସ୍ଫୋରଣ, ଏକାଥରକେ ୫୦ରୁ ଅଧିକ ସଂକ୍ରମିତ

ଗତକିଛି ଦିନ ତଳେ ବଲିଉଡର ଜଣାଶୁଣା ନିର୍ମାତା କରଣ ଜୋହର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଛନ୍ତି। କରଣ ଜୋହର ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ…

2 years ago

କାର୍ତ୍ତିକ ଆର୍ଯ୍ୟନଙ୍କ ପରେ କରୋନା କବଳରେ ଆଦିତ୍ୟ ରୟ କପୁର, ଫିଲ୍ମର କରିଥାନ୍ତେ ପ୍ରମୋସନ

କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ପୁଣି ଜଣେ ଅଭିନେତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଦିତ୍ୟ ରୟ କପୁର କରୋନା ସଂକ୍ରମିତ ହୋଇଥିବା ଖବର ନିଜେ ସେୟାର କରିଛନ୍ତି।…

2 years ago

ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା, ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ…

2 years ago