covid guidelines in puri temple

ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ମନା: ଆଜିଠୁ ଅଧିକ କଡାକଡି ହେବ କୋଭିଡ୍‌ କଟକଣା, ଆବଶ୍ୟକ ପଡିଲେ କରାଯିବ ଗିରଫ

ପୁରୀ: ଶ୍ରୀମନ୍ଦିର ପରିସରରେ ଆଜିଠୁ ଅଧିକ କଡାକଡି ହେବ କୋଭିଡ୍‌ କଟକଣା। ମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ମନା। ସେବାୟତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ…

4 years ago