Below header
Browsing Tag

covid guidelines in puri temple

ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ମନା: ଆଜିଠୁ ଅଧିକ କଡାକଡି ହେବ କୋଭିଡ୍‌ କଟକଣା, ଆବଶ୍ୟକ ପଡିଲେ କରାଯିବ ଗିରଫ

ପୁରୀ: ଶ୍ରୀମନ୍ଦିର ପରିସରରେ ଆଜିଠୁ ଅଧିକ କଡାକଡି ହେବ କୋଭିଡ୍‌ କଟକଣା। ମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ମନା। ସେବାୟତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ପାନ ଛେପ ପକାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡିଲେ ଗିରଫ କରାଯିବ। ଶ୍ରୀମନ୍ଦିର…